ଭୁବନେଶ୍ବର: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଟରଣ୍ଟୋରେ ପ୍ରବାସୀ ଓଡ଼ିଆଙ୍କ ଆସର ଜମିଛି। ଏଟାବିକୋ ସ୍ଥିତ ଜଗନ୍ନାଥ ମନ୍ଦିରରେ ବହୁ ଆଡମ୍ବର ସହ ପାଳିତ ହୋଇଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ। ଜଗନ୍ନାଥ ମନ୍ଦିରରେ ୩ଶହରୁ ଅଧିକ ଓଡ଼ିଆ ପରିବାର ଏକାଠି ହୋଇ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ପୂଜା ସମେତ ଭଜନ-କୀର୍ତ୍ତନ ଓ ପ୍ରସାଦ ସେବନର ବି ମଜାନେଇଥିଲେ ଓଡ଼ିଆ ପରିବାର। ନିଜ ଦେଶଠାରୁ ବହୁ ଦୂରରେ ରହିଲେ ମଧ୍ୟ ଭାରତର ସମସ୍ତ ପର୍ବ ପର୍ବାଣୀକୁ ଏକାଠି ହୋଇ ପାଳନ କରୁଛନ୍ତି ।
ଟରଣ୍ଟୋରେ ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିତ
ପବିତ୍ର ଜନ୍ମାଷ୍ଟମୀ ଅବସରରେ ଟରଣ୍ଟୋରେ ପ୍ରବାସୀ ଓଡ଼ିଆଙ୍କ ଆସର ଜମିଛି। ଏଟାବିକୋ ସ୍ଥିତ ଜଗନ୍ନାଥ ମନ୍ଦିରରେ ବହୁ ଆଡମ୍ବର ସହ ପାଳିତ ହୋଇଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ।
/sambad/media/media_files/2025/08/17/untitled-2025-08-17-08-20-58.png)
/sambad/media/agency_attachments/2024-07-24t043029592z-sambad-original.webp)