ଦେଓଗାଁ: ଯେତେ ପରିମାଣରେ ବୃକ୍ଷରୋପଣ ହେଉଛି ସେତେ ପରିମାଣରେ ଜଙ୍ଗଲ ସଫା ହେଉଛି। ଯାହା ଫଳରେ ବଲାଙ୍ଗୀର ଜିଲ୍ଲାରେ ଜଙ୍ଗଲ ହ୍ରାସ ପାଇବାରେ ଲାଗିଛି। ସଇଁତଲା ଓ ପାଟଣାଗଡ଼ ରେଞ୍ଜ ଅଞ୍ଚଳରେ ଥିବା ଦେଓଗାଁ ବ୍ଲକରେ କିଛି ଗାଁରେ ପ୍ରତିଦିନ ଖଇର କାଠ ଚୋରାଚାଲାଣ ହେଉଥିବାରୁ ଜଙ୍ଗଲ ତରିଆ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ସଇଁତଲା ରେଞ୍ଜର ଝିକେରମାଲ,ଡୁମେର ଜୋର , ଘାଟୁଲଡୁଙ୍ଗୁରୀ, ବିଳାସପୁର, ଗାଁକୁ ଲାଗିଥିବା ଜଙ୍ଗଲରେ ଖଇର କାଠ ଗଣ୍ଡି ପଡ଼ିଥିବା ଦେଖିବାକୁ ମିଳିଛି।
ସଇଁତଲା ଓ ପାଟଣାଗଡ଼ ରେଞ୍ଜ ଅଞ୍ଚଳରେ ଥିବା ଦେଓଗାଁ ବ୍ଲକରେ କିଛି ଗାଁରେ ପ୍ରତିଦିନ ଖଇର କାଠ ଚୋରାଚାଲାଣ ହେଉଥିବାରୁ ଜଙ୍ଗଲ ତରିଆ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ସଇଁତଲା ରେଞ୍ଜର ଝିକେରମାଲ,ଡୁମେର ଜୋର , ଘାଟୁଲଡୁଙ୍ଗୁରୀ, ବିଳାସପୁର, ଗାଁକୁ ଲାଗିଥିବା ଜଙ୍ଗଲରେ ଖଇର କାଠ ଗଣ୍ଡି ପଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ବନ ବିଭାଗର ସ୍ଥାନୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବି କୌଣସି ପଦକ୍ଷେପ ନେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଣୁ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
ଏନେଇ ବନ ବିଭାଗର ସ୍ଥାନୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବି କୌଣସି ପଦକ୍ଷେପ ନେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଣୁ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/11/untitled-2025-08-11-10-07-55.png)