ଛେଣ୍ଡିପଦା: ବାଗଡ଼ିଆ ଥାନା ମାଝିମୁଣ୍ଡା ଗ୍ରାମର ଜଣେ ଚାଷୀ ବଜ୍ରାଘାତରେ ମୃତ୍ୟୁବରଣ କରିଛି। ଆଜି ସକାଳ ସାଢେ ୯ ଟାରେ ସୁମତି ବେହେରା(୪୨) ନିଜ ଯାଆଙ୍କ ସହିତ ବିଲକୁ ଘାସ ବାଛିବାକୁ ଯାଇଥିଲେ। ସେଠାରେ ହଠାତ ଘଡିଘଡି ବର୍ଷା ସହିତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସୁମତି ଚେତାଶୂନ୍ୟ ହୋଇ ଟଳି ପଡ଼ିଥିଲେ।
ବାଗଡ଼ିଆ ଥାନା ମାଝିମୁଣ୍ଡା ଗ୍ରାମର ଜଣେ ଚାଷୀ ବଜ୍ରାଘାତରେ ମୃତ୍ୟୁବରଣ କରିଛି। ଆଜି ସକାଳ ସାଢେ ୯ ଟାରେ ସୁମତି ବେହେରା(୪୨) ନିଜ ଯାଆଙ୍କ ସହିତ ବିଲକୁ ଘାସ ବାଛିବାକୁ ଯାଇଥିଲେ। ସେଠାରେ ହଠାତ ଘଡିଘଡି ବର୍ଷା ସହିତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସୁମତି ଚେତାଶୂନ୍ୟ ହୋଇ ଟଳି ପଡ଼ିଥିଲେ।ଗୁରୁତର ଅବସ୍ଥାରେ ପରିବାର ଲୋକେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଗଡ଼ିଆ ପୁଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଗୁରୁତର ଅବସ୍ଥାରେ ପରିବାର ଲୋକେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଗଡ଼ିଆ ପୁଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/31/new-project-2-2025-08-31-13-28-33.jpg)