କୁଆରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଗ୍ରାମ ପଞ୍ଚାୟତ ସାନଦଲକି ଗାଁରେ ଥିବା ଏକ ଲେୟର ଫାର୍ମରେ ସୋମବାର ସଂଧ୍ୟାରେ ସ୍ଥାନୀୟ ଲୋକେ ପଶି ଗଣ୍ଡଗୋଳ କରିଛନ୍ତି। ଲୋକଙ୍କ ଆକ୍ରମଣରେ ଫାର୍ମ ମାଲିକ ଅଙ୍କୁର ସାହୁ ଗୁରୁତର ଆହତ ହୋଇଛନ୍ତି । ଏହି ସମୟରେ ଅଙ୍କୁର ଜୀବନ ବିକଳରେ କୁଆରମୁଣ୍ଡା ଫାଣ୍ଡିକୁ ଫୋନ କରିବା ପରେ ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୁଆରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଅଭିଯୁକ୍ତମାନେ ଫେରାର୍ ଅଛନ୍ତି।
କୁଆରମୁଣ୍ଡା : ଲେୟର ଫାର୍ମ ମାଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2020/07/attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)