ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବନ୍ଧୁକ ମୁନରେ ସଶସ୍ତ୍ର ଡକାୟତି। ଦୁର୍ବୃତ୍ତମାନେ ରାତିରେ ଘରେ ପଶି ଘର ଲୋକଙ୍କୁ ବାନ୍ଧିଲେ ନିସ୍ତୁକ ପିଟିବା ସହ ସୁନା ଓ ଟଙ୍କା ଲୁଟି ନେଲେ ।
ସୁନ୍ଦରଗଡ଼ ସଦର ଥାନା କନ୍ଦାବହାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦୁଇଟି ଘରୁ ଫିଲ୍ମ ଷ୍ଟାଇଲରେ ଲୁଟିଛନ୍ତି ଲୁଟେରା। ୬ ରୁ ଅଧିକ ଲୁଟେରା ଥିଲେ , ମୁହଁରେ କଳା କପଡା ଗୋଡ଼ାଇ ଆସିଲେ ଘରକୁ ପଶିଲେ। ଜଣକ ପରେ ଜଣକୁ ବାନ୍ଧିଲେ ଓ ନିସ୍ତୁକ ପିଟିଲେ।
ସୁନ୍ଦରଗଡ଼ରେ ବନ୍ଧୁକ ମୁନରେ ସଶସ୍ତ୍ର ଡକାୟତି। ଦୁର୍ବୃତ୍ତମାନେ ରାତିରେ ଘରେ ପଶି ଘର ଲୋକଙ୍କୁ ବାନ୍ଧିଲେ ନିସ୍ତୁକ ପିଟିବା ସହ ସୁନା ଓ ଟଙ୍କା ଲୁଟି ନେଲେ ।
ସୁନ୍ଦରଗଡ଼ ସଦର ଥାନା କନ୍ଦାବହାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦୁଇଟି ଘରୁ ଫିଲ୍ମ ଷ୍ଟାଇଲରେ ଲୁଟିଛନ୍ତି ଲୁଟେରା। ୬ ରୁ ଅଧିକ ଲୁଟେରା ଥିଲେ , ମୁହଁରେ କଳା କପଡା ଗୋଡ଼ାଇ ଆସିଲେ ଘରକୁ ପଶିଲେ। ଜଣକ ପରେ ଜଣକୁ ବାନ୍ଧିଲେ ଓ ନିସ୍ତୁକ ପିଟିଲେ। ଦୁର୍ବୃତ୍ତମାନେ ଘରେ ଥିବା ୭୦ ହଜାରରୁ ଅଧିକ ଟଙ୍କା ଓ ୧୩ ଭର ରୁ ଅଧିକ ସୁନା ଲୁଟି ନେଇଗଲେ।
ଦୁର୍ବୃତ୍ତମାନେ ଘରେ ଥିବା ୭୦ ହଜାରରୁ ଅଧିକ ଟଙ୍କା ଓ ୧୩ ଭର ରୁ ଅଧିକ ସୁନା ଲୁଟି ନେଇଗଲେ। ଥାନାରେ ଅଭିଯୋଗ ହେବା ପରେ ଘଟଣା ସ୍ଥଳରେ ଅତିରିକ୍ତ ଏସପି , ଏସ୍ଡିପିଓ, ସଦର ଥାନା ପୁଲିସ , ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
crime