ବାମରା: ସମ୍ବଲପୁରଜିଲ୍ଲା ବାମରା ବ୍ଲକ ଉଚ୍ଚକାପାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେଛୁପାଣି ଗ୍ରାମର ରୁଦ୍ରାକ୍ଷ ସାହୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ରାତି ୧ ଟାରେ ପାଞ୍ଚ ଜଣ ମୁଖାଧାରୀ ଘର ଭିତରେ ପଶି ବନ୍ଧୁକ ଓ ଭୁଜାଲି ଦେଖାଇ ଏବଂ ମାଡ଼ ମାରି ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନାରୂପା ଅଳଙ୍କାର ଚୋରି କରି ନେଇଛନ୍ତି।
ମାଡ଼ ଯୋଗୁଁ ରୁଦ୍ରାକ୍ଷ ସାହୁଙ୍କର ବଡ଼ ପୁଅ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/20/new-project-14-2025-07-20-14-09-11.jpg)