ଭୁବନେଶ୍ବର: ଶ୍ରୀ ଶ୍ରୀ ବଣିକ ସଂଘ ପୂଜା ମଣ୍ଡପରୁ ସବୁ ଜିନିଷ ପୋଛି ନେଇଛନ୍ତି ଲୁଟେରା I ସହିଦନଗର ଚାନ୍ଦିଭଣ୍ଡାର - ଆଙ୍ଗନ ଗଳି ଗଣେଶ ପୂଜା ପେଣ୍ଡାଲରୁ ଚୋରି ଅଭିଯୋଗ ହୋଇଛି I ଠାକୁରଙ୍କୁ ଛାଡ଼ି ସବୁ କିଛି ଲୁଟି ନେଇଥିବା ଅଭିଯୋଗ ହୋଇଛିI ମଣ୍ଡପରେ ଥିବା ସମସ୍ତ ଜିଣିଷପତ୍ର ନେଇ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ I