ଆଳୁ ବେପାରୀଙ୍କୁ କଟୁରୀ ଦେଖାଇ ୧୦ ଲକ୍ଷ ଲୁଟ

Advertisment

ବାଲେଶ୍ୱର ଅଂଚଳର ଜଣେ ଆଳୁ ବ୍ୟବସାୟୀଙ୍କ ନିକଟରୁ ତେଲେଙ୍ଗା କଟୁରୀ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ବ୍ୟବସାୟୀ ଜଣଙ୍କ ଖନ୍ତାପଡା ସେରଗଡ଼ ନିକଟସ୍ଥ ୟୁକୋ ବ୍ୟାଙ୍କକୁ ଏକ ବ୍ୟାଗରେ ୧୦ ଲକ୍ଷ ଟଙ୍କା ନେଇ ଡ଼ିପୋଜିଟ ପାଇଁ ଯାଉଥିବା..

ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

ବାଲେଶ୍ୱର: ବାଲେଶ୍ୱର ଅଂଚଳର ଜଣେ ଆଳୁ ବ୍ୟବସାୟୀଙ୍କ ନିକଟରୁ ତେଲେଙ୍ଗା କଟୁରୀ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ବ୍ୟବସାୟୀ ଜଣଙ୍କ ଖନ୍ତାପଡା ସେରଗଡ଼ ନିକଟସ୍ଥ ୟୁକୋ ବ୍ୟାଙ୍କକୁ ଏକ ବ୍ୟାଗରେ ୧୦ ଲକ୍ଷ ଟଙ୍କା ନେଇ ଡ଼ିପୋଜିଟ ପାଇଁ ଯାଉଥିବା ବେଳେ ଦୁଇଟି ବାଇକରେ ୬ ଜଣ ଯୁବକ ଆସି ଏକ ତେଲେଙ୍ଗା କଟୁରୀ ଦେଖାଇ ଡରାଇଥିଲେ। ପରେ ୧୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ବ୍ୟବସାୟୀ ଜଣଙ୍କ ଖନ୍ତାପଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe