ରାଜକୋଟଁ ରାଜକୋଟ ଠାରେ ଚାଲଇତିବା ଭାରତ େଓ୍ଵଷ୍ଟଇଣ୍ଠିଜ୍‌ର ପ୍ରଥମ ଟେଷ୍ଟ ମ୍ୟାରେ ନିଜ ଜିବନର  ପଥର୍ମ ଟେଷ୍ଟ ମୃାଚ ଖେଳୁଥିବା ୧୯ ବର୍ଷୀୟ ଭାରତୀୟ ଓପନର ପୃଥୀ ସ ପଦାର୍ପଣ ମ୍ୟାଚ୍‌ରେ ଶତକ ଅର୍ଜନ କରି ଏଲିଟ୍‌ ଗ୍ରୁପର ନିଜ ନାମ ଲେଖାଇଛନ୍ତି। ପଦାର୍ପଣ ମ୍ୟାଚରେ ଶତକ ଅର୍ଜନ କରିବାରେ ପୃଥୀ ସ ଭାରତର ୧୫ ତମ ଖେଳାଳି। ସେହିପରି ଟେଷ୍ଟ ମଞାଚ୍‌ରେ  ଦୃତତମ ଶତକ ହାସଲ କରିବାରେ ମଧ୍ୟ ପୃଥୀ ସହ ପୃଥିବୀର ତୃତୀୟ ଖେଳାଳିି। ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ କନିଷ୍ଠ ଖେଳାଳିଭାବେ ଟେଷ୍ଟ ଶତକ ହାସଲ କରିବାରେ ପ୍ୟୃଥୀ ସ ମଧ୍ୟ ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି।

Advertisment

୧୫ଟି ଚୌକା ସହିତ ୯୯ ରନ୍‌କରିଥିବା ବେଳେ ଷ୍ଟାଡିୟମରୁ ପୃଥୀ , ପୃଥୀ ସ୍ଳୋଗାନ ସହିତ ଘନଘନ ତାଳି ମଧ୍ୟରେ ବଲ ଫିଙ୍ଗିବାକୁ ଆସିଥିବା କେ ପଲଙ୍କ ଏକ ଫୁଲର ଲେଙ୍ଗଥ୍‌ ବଲକୁ କଭର ଅଞ୍ଚଳକୁ ମାରି ପୃଥୀ ଦୁଇ ରନ୍‌ ସଗ୍ରହ କରିବା ସହିତ ପ୍ରଥମ ଟେଷ୍ଟ ଶତକ ।ସଲ କରିଛନ୍ତି। (ଭାରତ ସ୍କୋର-୩୫ ଓଭର, ୧୮୬/୧, ପୃଥୀ ସ ୧୦୨, ଚେତେଶ୍ୱର ପୂଜାର ୭୮ ରନ)