ରାଇରଙ୍ଗପୁର: ରାଇରଙ୍ଗପୁର-ଗୋରୁମହିଷାଣୀମୁଖ୍ୟରାସ୍ତାରନସକରିଆପାହାଡନିକଟରେବାଇକ୍ଧକ୍କାରେବୃଦ୍ଧଙ୍କମୃତ୍ୟୁଘଟିଛିସୂଚନାଅନୁଯାୟୀଆଧାରରେରାଇରଙ୍ଗପୁରଗ୍ରାମାଞ୍ଚଳଥାନାଅଧୀନସାନପାଖଣାପଂଚାୟତରକୁକୁରଝରଣଗ୍ରାମରରାମରାୟନାଏକ (୬୦)ଙ୍କଜଣେବନ୍ଧୁଙ୍କସହିତଶୁଣ୍ଢଳଗ୍ରାମରୁଟୁସୁପର୍ବଦେଖିସାଇକେଲକୁଗଡ଼ାଇଚାଲିଚାଲିକଥାବାର୍ତ୍ତାହୋଇଘରକୁଫେରୁଥିବାସମୟରେବିଶୋଇଥାନାଅନ୍ତର୍ଗତସାରସପଦାଗ୍ରାମରଉଗ୍ରସେନସିଙ୍କପୁତ୍ରଆଦିତ୍ୟ (୩୧) (ଓଡି-୧୧-ଜେ-୯୧୩୫)ବାଇକରେପଛରୁଧକ୍କାଦେଇଥିଲେଯାହାଫଳରେରାମରାୟପିଚରାସ୍ତାଉପରେଛିଟିକିପଡିବାରୁପ୍ରବଳରକ୍ତସ୍ରାବହୋଇଥିଲା

Advertisment

ତାଙ୍କୁତୁରନ୍ତରାଇରଙ୍ଗପୁରଉପଖଣ୍ଡଚିକିତ୍ସାଳୟକୁସ୍ଥାନାନ୍ତରିତକରାଯାଇଥିଲା।ତେବେଡାକ୍ତରତାଙ୍କୁସେଠାରେମୃତଘୋଷଣାକରିଥିଲେ।ଏନେଇଗ୍ରାମାଂଚଳଥାନାରେକେସନଂ୧୨/୨୫ରେମାମଲାରୁଜୁକରିମୃତରାମରାୟଙ୍କଶବବ୍ୟବଚ୍ଛେଦକରିବାପରେପରିବାରଲୋକଙ୍କୁହସ୍ତାନ୍ତରକରାଯାଇଛି।ବାଇକ୍ଆରୋହୀଆଦିତ୍ୟଙ୍କଅବସ୍ଥାମଧ୍ୟସଂକଟାପନ୍ନଥିବାରୁତାଙ୍କୁବାରିପଦାସ୍ଥିତପିଏମଆରମେଡିକାଲକୁସ୍ଥାନାନ୍ତରିତକରାଯାଇଥିବାସୂଚନାମିଳିଛି