ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବ୍ଳକ ଆଖିଦାଦର ନିବାସୀ ଲେକ୍ରୁ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ୫୬ ବର୍ଷ ବୟସରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି। ସ୍ବର୍ଗତ ସାହୁ ସ୍କ୍ରବଟାଇଫସ ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ସ୍ଥିତ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ହେଉଥିଲେ।
ତାଙ୍କ ଅନ୍ତିମ ସମୟରେ ସହଧର୍ମିଣୀ ଯଶୋବନ୍ତୀ ସହୁ, ମା ଇନ୍ଦ୍ରାବତୀ ସାହୁ,ବଡ଼ ପୁଅ ବାଳଗୋପାଳ, ବୋହୂ, ସାନ ପୁଅ ଲିଙ୍ଗରାଜ,ଝିଅ ଜ୍ୱାଇଁ ତଥା ବନ୍ଧୁବର୍ଗ ଉପସ୍ଥିତ ଥିଲେ | ତାଙ୍କ ପରଲୋକ ଖବର ପ୍ରଚାରିତ ହେବାପରେ ତାଙ୍କ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/01/cLYsWZ590vsDtDcW3JWE.jpeg)