ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲାରବାମନଘାଟିଉପଖଣ୍ଡହେଉଛିଆଦିବାସୀବହୁଳଜିଲ୍ଲା।ଏକାଧିକଲୁହାପଥରଖଣିଥିବାବେଳେକୈଣସିକାରଣରୁଗୋରୁମହିଷାଣିଓବାଦାମପାହାଡ଼ଲୁହାପଥରଖଣିଚାଲୁଥିବାବେଳେଅନ୍ୟଖଣିଗୁଡ଼ିକବର୍ଷବର୍ଷଧରିବନ୍ଦପଡିଛି।ଉପଖଣ୍ଡରେଛୋଟବଡକରି୪ଟିଜଳାଶୟବନ୍ଧରହିଥିବାବେଳେକୃଷିବିଭାଗରଅଣଦେଖାଯୋଗୁଁଏକରଏକରଚାଷଜମିପଡ଼ିଆପଡ଼ିରହିଛି।ଠିକସେହିପରିଜଵକାର୍ଡହିତାଧିକାରୀଙ୍କକାର୍ଡଗୁଡ଼ିକବିଭାଗୀୟଅଧିକାରୀଙ୍କଗୋଚରରେଠିକାଦାରଙ୍କପାଖରେବନ୍ଧାରହିଛି। ଯାହାଫଳରେଆଦିବାସୀଅଧ୍ୟୁଷିତଏହିବାମନଘାଟିଉପଖଣ୍ଡରେକାମଧନ୍ଦାନପାଇପେଟଚାଖଣ୍ଡପାଇଁସପରିବାରଦାଦନଖଟିବାକୁରାଜ୍ୟବାହାରକୁଚାଲିଯାଉଛନ୍ତି। ସେଠାରେକେଉଁଠିନିର୍ଯାତନାରଶିକାରହେଉଥିବାବେଳେଆଉକେଉଁଠିଝିଅବୋହୂଙ୍କଇଜ୍ଜତଲୁଟୁଛନ୍ତିତ,କେଉଁଠିପିଲାମାନେଶିକ୍ଷାପାଉନଥିବାବେଳେଦାଦନଶ୍ରମିକଚିକିତ୍ସାଅଭାବରୁମୃତ୍ୟୁମୁଖରେପଡୁଛି। ଏହାରଜଳନ୍ତଉଦାହରଣଗତତିନିଦିନହେବଗୁଜୁରାଟରାଜ୍ୟରମୋଟୀଦାମନ୍ସରକାରୀଡାକ୍ତରଖାନରେଓଡ଼ିଶାରୁଯାଇଥିବାଦାଦନଶ୍ରମିକରଶବଦେଖିବାକୁମିଳିଛି।
ସୂଚନାଅନୁଯାୟୀ,ମୟୂରଭଞ୍ଜଜିଲ୍ଲାବାମନଘାଟିଉପଖଣ୍ଡବହଳଦାବ୍ଲକଅନ୍ତର୍ଗତଗମ୍ଭାରିଆଗ୍ରାମପଞ୍ଚାୟତରବ୍ରାହ୍ମଣବୋଷଗ୍ରାମରଦିକୁହାଁସଦାତାଙ୍କସ୍ତ୍ରୀଓଝିଅସହିତଗୁଜୁରାଟରାଜ୍ୟରମୋଟିଦାମନଅଞ୍ଚଳକୁଦାଦନଶ୍ରମିକଭାବେକାମକରିବାକୁଯାଇଥିଲେ। କିନ୍ତୁସେଠାରେଦୀକୁହାଂସଦାଙ୍କଦେହହଠାତଅସୁସ୍ଥହେବାରୁଗୁଜୁରାଟସ୍ଥିତମୋଟୀଦାମନସରକାରୀଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେଚିକିତ୍ସାପାଇଁଭର୍ତ୍ତିହୋଇଥିଲେ। ସେଠାରେଚିକିତ୍ସାଧୀନଅବସ୍ଥାରେ ସେମୃତ୍ୟୁବରଣକରିଥିଲେ।ଏନେଇସାଙ୍ଗରେଥିବାସ୍ତ୍ରୀଓଝିଅଶଵଗାଁକୁକିପରିନେବେସେନେଇନିରୁପାୟହୋଇଗାଁକୁଖଵରଦେଇଥିଲେ। ଶେଷରେଗ୍ରାମବାସୀଙ୍କସହିତସାମ୍ବାଦିକଙ୍କଅନୁରୋଧକ୍ରମେରାଜ୍ୟସରକାରଙ୍କଜଙ୍ଗଲପରିବେଶଶ୍ରମମନ୍ତ୍ରୀଗଣେଶରାମସିଂଖୁଣ୍ଟିଆଙ୍କଉଦ୍ୟମରେଜିଲ୍ଲାପ୍ରଶାସନଜିଲ୍ଲାପାଳହେମକାନ୍ତସଏଙ୍କପ୍ରତ୍ୟକ୍ଷତତ୍ତ୍ୱାବଧାନରେସଡ଼କପଥରେନିଜଗ୍ରାମବ୍ରାହ୍ମଣବୋଷକୁଆସିଛନ୍ତି।ଗତରାତିରେଗ୍ରାମବ୍ରାହ୍ମଣବୋଷରେପହଞ୍ଚିବାପରେଆଜିଶବସତ୍କାରକରାଯିବବୋଲିସୂଚନାମିଳିଛି।