ସୁନ୍ଦରଗଡ଼: ବାଲି ଚୋରା ଚାଲାଣ ସମୟରେ ଅଭିଯୋଗ ପାଇ ଖଣି ବିଭାଗ ଓ ପୁଲିସର ଚଢ଼ାଉ ଚାଲିଛି। ଲିଜ ନଥାଇ ଇବ ନଦୀ ଭୋଜପୁର ଘାଟରୁ ବାଲି ଚୋରା ଚାଲାଣ କରୁଥିଲେ କିଛି ଅସାଧୁ ବ୍ୟବସାୟୀ। ଚଢ଼ାଉ ସମୟରେ ଅବଶ୍ୟ ଡ୍ରାଇଭର ଓ ମାଲିକ ଫେରାର ହୋଇଯାଇଛନ୍ତି। ତେବେ ଘଟଣାସ୍ଥଳରୁ ୩ ପୋକଲିନ ମେସିନ ଓ ଗୋଟିଏ ହାଇୱା ଜବତ କରିଛି ଖଣି ବିଭାଗ।
ସୁନ୍ଦରଗଡ଼ ଇବ ନଦୀରେ ମାଇନିଂ ବିଭାଗର ଚଢ଼ାଉ
ବାଲି ଚୋରା ଚାଲାଣ ସମୟରେ ଅଭିଯୋଗ ପାଇ ଖଣି ବିଭାଗ ଓ ପୁଲିସର ଚଢ଼ାଉ ଚାଲିଛି। ଲିଜ ନଥାଇ ଇବ ନଦୀ ଭୋଜପୁର ଘାଟରୁ ବାଲି ଚୋରା ଚାଲାଣ କରୁଥିଲେ କିଛି ଅସାଧୁ ବ୍ୟବସାୟୀ। ଚଢ଼ାଉ ସମୟରେ ଅବଶ୍ୟ ଡ୍ରାଇଭର ଓ ମାଲିକ ଫେରାର ହୋଇଯାଇଛନ୍ତି।
/sambad/media/media_files/EcG8X2hVihT0VQrFfTu8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)