ବ୍ରହ୍ମପୁର: ପୁଲିସ ଗାଡ଼ି ଧକ୍କାରେ ନାବାଳକ ମୃତ| ବ୍ରହ୍ମପୁର ସଦର ଥାନା ବାଲିପଡ଼ାଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ମୃତକ ହେଲେ ୭ ବର୍ଷର ନାବାଳକ ସାଇ ସେଠୀ |
ପୁଲିସ ଗାଡ଼ି ଧକ୍କାରେ ନାବାଳକ ମୃତ| ବ୍ରହ୍ମପୁର ସଦର ଥାନା ବାଲିପଡ଼ାଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ମୃତକ ହେଲେ ୭ ବର୍ଷର ନାବାଳକ ସାଇ ସେଠୀ | ଏହି ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିଲକ୍ଷିତ ହୋଇଛି | ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ | କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ବି ଦେଇଛନ୍ତି ସ୍ଥାନୀୟ ଲୋକେ |
ଏହି ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିଲକ୍ଷିତ ହୋଇଛି | ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ | କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ବି ଦେଇଛନ୍ତି ସ୍ଥାନୀୟ ଲୋକେ | ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଚଳାଇଛି|
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/12/RLCSjJj92SIjmOFxMtOe.jpg)