ଖୋର୍ଦ୍ଧା: ଦାରୁଠେଙ୍ଗ ଜୋରରେ ଆଘଟଣ I ଗାଧୋଇବାକୁ ଆସି ଭାସିଯାଇଥିଲେ ୧୨ ବର୍ଷର ନାବାଳକ I ସେ ଡମଣା ଗାଁର ପ୍ରକାଶ ସେଠୀ I ସାଙ୍ଗମାନଙ୍କ ସହ ଗାଧୋଇବାକୁ ଆସିଥିବା ବେଳେ, ସେ ଜୋରରେ ଭାସି ଯାଇଥିଲେI ଅଗ୍ନିଶମ ବିଭାଗ ପ୍ରକାଶଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲାI
ଡମଣା ଗାଁର ପ୍ରକାଶ ସେଠୀ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଆସିଥିବା ବେଳେ, ସେ ଜୋରରେ ଭାସି ଯାଇଥିଲେI ଅଗ୍ନିଶମ ବିଭାଗ ପ୍ରକାଶଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲାI ପ୍ରକାଶଙ୍କ ଅବସ୍ଥା ସଂକଟାପନ୍ନ ଥିବା ସ୍ଥାନୀୟ ଲୋକେ କହିଥିଲେ I ତେବେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।
ପ୍ରକାଶଙ୍କ ଅବସ୍ଥା ସଂକଟାପନ୍ନ ଥିବା ସ୍ଥାନୀୟ ଲୋକେ କହିଥିଲେ I ତେବେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/05/new-project-15-2025-09-05-13-20-31.jpg)