ସାରନଗରୀ: ସୋନାପର୍ବତ ଅଞ୍ଚଳର ଜଣେ ନାବାଳିକା ଝିଅ (୧୭) ସହିତ ଗୋପବନ୍ଧୁ ନଗର ଅଞ୍ଚଳର ମୃତ୍ୟଞ୍ଜୟ ଓରାମ (୨୨) ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହିତ ପରବର୍ତ୍ତୀ ସମୟରେ ଠକି ଦେଇଥିଲେ। ନାବାଳିକାଙ୍କ ପରିବାର ଲୋକେ ମୃତ୍ୟଞ୍ଜୟଙ୍କୁ ବାରମ୍ବାର ଆପୋସ ସମାଧାନ ପାଇଁ ଡାକିଥିଲେ ମଧ୍ୟ ମୃତ୍ୟଞ୍ଜୟ ଧରାଛୁଆଁ ଦେଇ ନଥିଲେ।
ସୋନାପର୍ବତ ଅଞ୍ଚଳର ଜଣେ ନାବାଳିକା ଝିଅ (୧୭) ସହିତ ଗୋପବନ୍ଧୁ ନଗର ଅଞ୍ଚଳର ମୃତ୍ୟଞ୍ଜୟ ଓରାମ (୨୨) ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହିତ ପରବର୍ତ୍ତୀ ସମୟରେ ଠକି ଦେଇଥିଲେ। ନାବାଳିକାଙ୍କ ପରିବାର ଲୋକେ ମୃତ୍ୟଞ୍ଜୟଙ୍କୁ ବାରମ୍ବାର ଆପୋସ ସମାଧାନ ପାଇଁ ଡାକିଥିଲେ ମଧ୍ୟ ମୃତ୍ୟଞ୍ଜୟ ଧରାଛୁଆଁ ଦେଇ ନଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ଟାଙ୍ଗରପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମୃତ୍ୟଞ୍ଜୟକୁ ଗିରଫ କରି କୋର୍ଟଚାଲାଣ କରିଛି।
ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଟାଙ୍ଗରପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମୃତ୍ୟଞ୍ଜୟକୁ ଗିରଫ କରି କୋର୍ଟଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/06/arrest-2025-08-06-00-47-23.jpg)