ପଦ୍ମପୁର: କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଦ୍ମପୁର ପଦ୍ମେଶ୍ୱର ମନ୍ଦିରର ଭାଟୁଣିଆଁ ରାସ୍ତାର ବାଉଁଶ ନଟା ନିକଟରେ ଏକ (ଓଡି-୨୨- ଏସ -୧୩୦୬) ହୋଣ୍ଡା ସାଇନ୍ ବାଇକ୍ କୁ ଛାଡ଼ି କେହି ଦୁର୍ବୃତ୍ତ ଚାଲିଯାଇଛନ୍ତି।
କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଦ୍ମପୁର ପଦ୍ମେଶ୍ୱର ମନ୍ଦିରର ଭାଟୁଣିଆଁ ରାସ୍ତାର ବାଉଁଶ ନଟା ନିକଟରେ ଏକ (ଓଡି-୨୨- ଏସ -୧୩୦୬) ହୋଣ୍ଡା ସାଇନ୍ ବାଇକ୍ କୁ ଛାଡ଼ି କେହି ଦୁର୍ବୃତ୍ତ ଚାଲିଯାଇଛନ୍ତି। ଲୋକେ ବାଇକ୍ କୁ ଦେଖିବା ପରେ ସଦର ଥାନା ପୁଲିସକୁ ଖବର ଦେଇଥିଲେ। ବାଇକକୁ ଜବତ କରି ପୁଲିସ ତଦନ୍ତ ଚଳାଇଛି।
ଲୋକେ ବାଇକ୍ କୁ ଦେଖିବା ପରେ ସଦର ଥାନା ପୁଲିସକୁ ଖବର ଦେଇଥିଲେ। ବାଇକକୁ ଜବତ କରି ପୁଲିସ ତଦନ୍ତ ଚଳାଇଛି। ବାଇକ୍ ଟି ସମା ହୋ ନାମ ରେ ଥିବାବେଳେ ଭଦ୍ରକ ପରିବହନ କାର୍ଯ୍ୟାଳୟ ଅଧୀନରେ ପଞ୍ଜିକରଣ ହୋଇଥିବା ଜଣାପଡ଼ିଛି। ତେବେ ଏହା ଚୋରି ବାଇକ୍ କି କେହି ଛାଡ଼ି ଚାଲି ଯାଇଛି, ପୁଲିସ ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/12/untitled-2025-08-12-12-25-36.png)