ଭୁବନେଶ୍ବର: ଭୁବନେଶ୍ୱର ୬ ନମ୍ବର ପାଖ ଆଶ୍ରମରୁ ମିଳିଲା ନିଖୋଜ ନାବାଳକ। ଚନ୍ଦ୍ରଶେଖରପୁର ଥାନା ପୁଲିସ ସହାୟତାରେ ଚାଲିଥିଲା ଖୋଜାଖୋଜି I ସ୍ମାର୍ଟ ସିଟି ସର୍ଭେଲାନ୍ସ ରୁ ମିଳିଥିଲା ସୁରାଗ I ସୁସ୍ଥ ଭାବରେ ପରିବାରକୁ ହସ୍ତାନ୍ତର କରାଯିବI ବୟାନ ରେକର୍ଡ ପରେ, ପୁଲିସ ପରିବାରକୁ ହସ୍ତାନ୍ତର କରିବ ବୋଲି ଜଣାଯାଇଛି I

Advertisment

ଭୁବନେଶ୍ୱର ୬ ନମ୍ବର ପାଖ ଆଶ୍ରମରୁ ମିଳିଲା ନିଖୋଜ ନାବାଳକ। ଚନ୍ଦ୍ରଶେଖରପୁର ଥାନା ପୁଲିସ ସହାୟତାରେ ଚାଲିଥିଲା ଖୋଜାଖୋଜି I ସ୍ମାର୍ଟ ସିଟି ସର୍ଭେଲାନ୍ସ ରୁ ମିଳିଥିଲା ସୁରାଗ I ସୁସ୍ଥ ଭାବରେ ପରିବାରକୁ ହସ୍ତାନ୍ତର କରାଯିବI ବୟାନ ରେକର୍ଡ ପରେ, ପୁଲିସ ପରିବାରକୁ ହସ୍ତାନ୍ତର କରିବ ବୋଲି ଜଣାଯାଇଛି I

ଉଦ୍ଧାର ହୋଇଥିବା ନାବାଳକ ଗତ ୪ ତାରିଖରେ କୌଣସି କାରଣରୁ କରାଟେ ସ୍କୁଲ ଯିବାକୁ କହି ଘରୁ ପଳାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା ପୁଲିସI