ଭୁବନେଶ୍ୱର: ଓଡ଼ିଶାର ୩ଟି ମେଡିକାଲ କଲେଜ ପାଇଁ ଆହୁରି ୧୦୦ଟି ସିଟ ବଢ଼ିଥିବା ଶୁକ୍ରବାର ଜଣାପଡ଼ିଛି। ଇଡବ୍ଲୁଏସ୍ କୋଟାରେ ବର୍ଦ୍ଧିତ ୧୦୦ ସିଟ୍କୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଅନୁମୋଦନ କରିଛି। ବର୍ଦ୍ଧିତ ସିଟ ଗୁଡ଼ିକ ୩ଟି ମେଡିକାଲ କଲେଜକୁ ଦିଆଯିବ। ବୁର୍ଲାସ୍ଥିତ ଭିମସାରରେ ୫୦ ସିଟ୍, କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଓ ମୟୂରଭଞ୍ଜସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୫-୨୫ ସିଟ୍ ବୃଦ୍ଧି ହେବ।
ଓଡ଼ିଶାରେ ବଢ଼ିଲା ଆଉ ୧୦୦ ମେଡିକାଲ ସିଟ୍
/sambad/media/post_attachments/wp-content/uploads/2019/06/mci.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)