ଭୁବନେଶ୍ବର : କଂଗ୍ରେସ ଦଳ ପକ୍ଷରୁ ଟିଏସ ସିଂହଦେଓଙ୍କୁ ସାମୟିକଭାବେ ଓଡ଼ିଶା ପ୍ରଭାରୀ ନିଯୁକ୍ତ କରାଯାଇଛି । ତେବେ ଜିତେନ୍ଦ୍ର ସିଂ ମଧ୍ୟ ଓଡ଼ିଶା ପ୍ରଭାରୀ ବଜାୟ ରହିବେ । ଏ ସଂପର୍କରେ ଏଆଇସିସି ମହାସଚିବ କେସି ଭେନୁଗୋପାଳ ସୂଚନା ଦେଇଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସିଂଦେଓଙ୍କ ନିଯୁକ୍ତିକୁ ସ୍ବାଗତ କରାଯାଇଛି ।
INC COMMUNIQUE
Appointment of Shri T.S. Singh Deo as temporary in-charge of Odisha. pic.twitter.com/pvOeOv8yJS
— INC Sandesh (@INCSandesh) February 23, 2019
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/congress.jpg)