ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ବିଜେପି ଉପାଧ୍ୟକ୍ଷଙ୍କ ବିରୋଧରେ ବିଜେଡିର ୧୧ ଓ ୨ ସ୍ବାଧୀନ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାଯାଇଛି। ଜଗତସିଂହପୁର ପୌର ପରିଷଦ ପାରିଷଦଙ୍କ ସଂଖ୍ୟା ୨୧ ରହିଛି।
ସୂଚନାଯୋଗ୍ୟ, ବିଜେପିର ରାଜେନ୍ଦ୍ର ବିଶୋଇ ଏବେ ଉପାଧ୍ୟକ୍ଷ ଅଛନ୍ତି। ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିବା ଦୁଇ ସ୍ବାଧୀନ ପାରିଷଦ ବିଜେପି ବିଧାୟକଙ୍କ ସମର୍ଥନରେ ସେ ୨୦୨୨ ପୌର ନିର୍ବାଚନରେ ଜିତିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/15/n3F8lmyfdfJSa8HUfSxK.jpg)