ଉଦଳା ଡାକ୍ତରଖାନାରେ ବଢୁଛି ଡ଼ାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା
ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲରେ ବଢୁଛି ଡ଼ାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତି ସାଙ୍ଘାତିକ। ଏବେ ୨୫ ରୁ ଅଧିକ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ଜଣାଯାଇଛି। ପ୍ରତିଦିନ ଆସୁଛନ୍ତି ୨୦ ରୁ ଅଧିକ ଆକ୍ରାନ୍ତ।
/sambad/media/media_files/2025/06/18/s0989098-fb8c05b5.jpg)
Join and get latest news updates delivered to you via WhatsApp