ବିଶ୍ରା: ଟ୍ରେନ୍ରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଶ୍ରା ବ୍ଲକ୍ ଭାଲୁଲତା ପଞ୍ଚାୟତ ମହିପାଣିର ସାହେବ ମାହାତୋ (୬୩)। ମିଳିଥିବା ସୂଚନା ମୁତାବକ, ସାହେବ ସକାଳ ୬ଟାରେ ଶୌଚହେବାକୁ ଯାଇଥିଲେ। ହେଲେ ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇ ନ ଥିଲେ। ସ୍ଥାନୀୟ ଲୋକେ ମହିପାଣି ୩ ନଂ ଟ୍ରାକ୍ ନିକଟରେ ରାମଚନ୍ଦ୍ରଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।
ଟ୍ରେନ୍ରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଶ୍ରା ବ୍ଲକ୍ ଭାଲୁଲତା ପଞ୍ଚାୟତ ମହିପାଣିର ସାହେବ ମାହାତୋ (୬୩)। ମିଳିଥିବା ସୂଚନା ମୁତାବକ, ସାହେବ ସକାଳ ୬ଟାରେ ଶୌଚହେବାକୁ ଯାଇଥିଲେ। ହେଲେ ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇ ନ ଥିଲେ। ସ୍ଥାନୀୟ ଲୋକେ ମହିପାଣି ୩ ନଂ ଟ୍ରାକ୍ ନିକଟରେ ରାମଚନ୍ଦ୍ରଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।
ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ବନ୍ଧମୁଣ୍ଡା ଜିଆରପି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)