ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିମୋର ପଞ୍ଚାୟତ କଣ୍ଟାମଳିମ ଗ୍ରାମରେ ଵଜ୍ରାଘାତରେ ଜଣେ ବୃଦ୍ଧା ଆହତ ହୋଇଥିବା ବେଳେ ଏବଂ ତାଙ୍କର ୬ଟି ଛେଳିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଭୋର ସାଢ଼େ ୫ଟା ସମୟରେ କଣ୍ଟାମଳିମ ଗ୍ରାମରେ ଘଡ଼ଘଡ଼ି ସହ ଅଦିନିଆ ବର୍ଷା ହୋଇଥିଲା। ବ୍ରଜପାତ ଘଟି ଗ୍ରାମର ମାଧବ ଲେଙ୍କାଙ୍କ ସ୍ତ୍ରୀ ହୀନ ଲେଙ୍କା ବଜ୍ରଘାତରେ ଆହତ ହୋଇଥିବା ବେଳେ ତାଙ୍କର ୬ଟି ଛେଳିଙ୍କର ମୃତ୍ୟୁ ଘଟିଛି. ଚିକିତ୍ସା ପାଇଁ ୧୦୮ଆମ୍ବୁଲାନ୍ସରେ ହୀନ(୭୦)ଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।
ସୂଚନା ମୁତାବକ, ଭୋର ସାଢ଼େ ୫ଟା ସମୟରେ କଣ୍ଟାମଳିମ ଗ୍ରାମରେ ଘଡ଼ଘଡ଼ି ସହ ଅଦିନିଆ ବର୍ଷା ହୋଇଥିଲା। ବ୍ରଜପାତ ଘଟି ଗ୍ରାମର ମାଧବ ଲେଙ୍କାଙ୍କ ସ୍ତ୍ରୀ ହୀନ ଲେଙ୍କା ବଜ୍ରଘାତରେ ଆହତ ହୋଇଥିବା ବେଳେ ତାଙ୍କର ୬ଟି ଛେଳିଙ୍କର ମୃତ୍ୟୁ ଘଟିଛି. ଚିକିତ୍ସା ପାଇଁ ୧୦୮ଆମ୍ବୁଲାନ୍ସରେ ହୀନ(୭୦)ଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/20/HvQWLqDrwpQIIEC1aOBj.png)