ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଞ୍ଜ ଅଧୀନ ଜଳଡିହା ଗ୍ରାମ ଡୁମସାହିରୁ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଶିକାରୀ ହେଉଛନ୍ତି ଭାଗିରଥି ମାରାଣ୍ଡି। ତାଙ୍କ ନିକଟରୁ ଏକ  ଦେଶୀ ବନ୍ଧୁକ,ଏକ ଧନୁ ଏବଂ ଦୁଇଟି ତୀର ଜବତ କରିଛି ବନ ବିଭାଗ।ଶିମିଳିପାଳର କ୍ୟାମେରା ଟ୍ରପରୁ ଶିକାରୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
*