ଅନୁସନ୍ଧାନ କରୁଥିବା ବର୍ଗ

Latest

ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲା: ଦୋଷୀ ସାବ୍ୟସ୍ତ ହେଲେ ସମସ୍ତ ୭ଜଣ ଅଭିଯୁକ୍ତ

ଲକ୍ଷ୍ନୌ: ସିବିଆଇ କୋର୍ଟ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ୬ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣକୁ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୁଲିସ ହେପାଜତରେ ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସ, ମା’ ସମଲେଇଙ୍କୁ ଦର୍ଶନ କଲେ

ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜେଡି ବବି ଦାସଙ୍କୁ ପ୍ରାର୍ଥୀ କରିବା ପରେ ଆଜି  ଦଳର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁରରେ ପହଞ୍ଚିଛନ୍ତି। ସମର୍ଥକଙ୍କ ସହ ଯାଇ ସେଠାରେ ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ସେ ସମ୍ବଲପୁରବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ ୧୭୦୦କୋଟି ଟଙ୍କାର ରିକଭରି ନୋଟିସ ପଠାଇଲା ଆୟକର ବିଭାଗ

ନୂଆଦିଲ୍ଲୀ: କଂଗ୍ରେସକୁ ଲାଗୁଛି ଝଟକା ଉପରେ ଝଟକା । ଟିକସ ପୁନଃମୂଲ୍ୟାଙ୍କନ ପାଇଁ ଆୟକର ବିଭାଗ ପଠାଇଥିବା ନୋଟିସ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ଦଳ। ହେଲେ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ। ଏହାର କିଛି ଘଣ୍ଟା ପରେ ଆୟକର ବିଭାଗ ଦଳକୁ ୧୭୦୦କୋଟି ଟଙ୍କାର ନୋଟିସ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂହ ଭୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବ‌ରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ମନ୍ତ୍ରୀ ଟୁକୁନି ସାହୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରମୁଖଙ୍କ…
ଅଧିକ ଖବର ଦେଖନ୍ତୁ...

ବର୍ଷେ ହେଲାଣି ପ୍ରେମ ସମ୍ପର୍କ ଥିଲା, ସାମାନ୍ୟ ଝଗଡ଼ା ପାଇଁ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ

ନୋଏଡା: ସାମାନ୍ୟ ଝଗଡ଼ା ପାଇଁ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ। ନୋଏଡାଠାରେ ଜଣେ ୨୨ବର୍ଷୀୟା ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରେମିକାକୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ମଧ୍ୟ ଗଳା କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ଜଣେ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ନିଜକୁ ଖାପଖୁଆଇ ପାରିଲିନି: ପ୍ରକାଶ ବେହେରା

କଟକ: ବିଜେପିରୁ ଇସ୍ତଫା ଦେବା ପରେ ସାଲେପୁରର ପୂର୍ବତନ ବିଧାୟକ ତଥା ପ୍ରକାଶ ବେହେରା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେପି ସହ ‌ଆଡଜଷ୍ଟ କରିପାରିଲେନି। ଦଳ ତାଙ୍କୁ ସାଲେପୁରରୁ ପୁଣି ଥରେ ପ୍ରାର୍ଥୀ କରିବ ବୋଲି କହିଥିଲା। ଟିକେଟ ନେଇ କିଛି ସମସ୍ୟା ନଥିଲା। ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ଯୋଗୀଜୀଙ୍କ ପାଇଁ ଏହା ସମ୍ଭବ ହୋଇଛି; ଅନସାରୀର ମୃତ୍ୟୁ ପରେ ଏଭଳି କହିଲେ ଦିବଂଗତ ବିଧାୟକଙ୍କ ପତ୍ନୀ

ବାନ୍ଦା: ଗୁରୁବାର ମାଫିଆ ଡନ୍ ମୁଖତାର ଅନସାରୀର  ମୃତ୍ୟୁ ହୋଇଥିଲା । ହୃଦଘାତ କାରଣରୁ ତାହାର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହା ପରେ ସମଗ୍ର ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି ହେବା ସହ ସୁରକ୍ଷାକୁ ବଢାଇଦିଆଯାଇଛି । ଏବେ ଅନସାରୀର ମୃତ୍ୟୁ ପ‌ରେ ଖୁସି ଜାହିର କରିଛନ୍ତି ଦିବଂଗତ ବିଧାୟକ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ଚାଲିଗଲା ଶ୍ରମିକର ଜୀବନ

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନ ସମ୍ମୁଖରେ ଥିବା ଗୁରମିତ ହୋଟେଲରେ ଶ୍ରମିକ ଭାବେ କାମ କରୁଥିବା ବେଳେ ସ୍ଥାନୀୟ କକ୍ସ କଲୋନିର ରାଜୁ କୁମାର(୨୮) ବିଦ୍ୟୁତ୍‌ ଆଘାତରେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଗାୟିକା ଭାବେ ବଲିଉଡରେ ଡେବ୍ୟୁ କଲେ ଶେହନାଜ୍ ଗିଲ୍

ମୁମ୍ବାଇ: ଗାୟିକା ଭାବେ ବଲିଉଡରେ ଡେବ୍ୟୁ କଲେ ପଞ୍ଜାବୀ ଗାୟିକା ଶେହନାଜ୍ ଗିଲ୍। ପୂର୍ବରୁ ସେ ପଞ୍ଜାବୀ ଗୀତ ଗାଉଥିବା ବେଳେ ରିୟାଲିଟି ସୋ’ ବିଗ୍ ବସରେ ତାଙ୍କୁ ପ୍ରତିଯୋଗୀ ଭାବେ ଆସିବ‌ାର ସୁଯୋଗ ମିଳିଥିଲା। ଏହା ପରଠାରୁ ତାଙ୍କ ‌ଲୋକପ୍ରିୟତା ଏଭଳି ବଢ଼ିଲା ଯେ, ସେ ବଲିଉଡ ଫିଲ୍ମରେ…
ଅଧିକ ଖବର ଦେଖନ୍ତୁ...

ନାତିର ଟାଙ୍ଗିଆ ଚୋଟରେ ଆଈର ମୃତ୍ୟୁ

କଦଳୀଗଡ଼: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳୀଗଡ଼ ପଞ୍ଚାୟତ ତନ୍ତଗାଡ଼ ଗ୍ରାମରେ ନାତିର ଟାଙ୍ଗିଆ ଚୋଟରେ ଆଈର ମୃତ୍ୟୁ ଘଟିବା ଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ଟାରେ ଉତ୍ତମ ସାହୁ(୨୫) ପାରିବାରିକ କଳହରୁ କ୍ରୋଧିତ ହୋଇ ନିଜ ଆଈ ପ୍ରମିଳା…
ଅଧିକ ଖବର ଦେଖନ୍ତୁ...