କୁଚିଣ୍ଡା: କୁଚିଣ୍ଡା ସଦର ମହକୁମା ତଥା ଗାଁ ଗହଳିରେ ରଙ୍ଗର ହୋଲି ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଘରେ ଘରେ ରଙ୍ଗ ଖେଳିଥିବା ସମୟରେ ଓଡ଼ିଶା ସରକ।ରଙ୍କ ପଞ୍ଚାୟତିରାଜରାଜ ମନ୍ତ୍ରୀ ରବିନାରାୟଣ ନାୟକ କର୍ମୀ ଓ ଜନସାଧାରଣଙ୍କ ସହିତ ହୋଲି ଖେଲିଥିଲେ। ପୂର୍ବାହ୍ନ ଆଠଟାରୁ ଖେଳ ଆରମ୍ଭ ହୋଇ ହୋଇଛି।
କୁଚିଣ୍ଡାରେ ହୋଲି ପାଲିଲେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ
କୁଚିଣ୍ଡା ସଦର ମହକୁମା ତଥା ଗାଁ ଗହଳିରେ ରଙ୍ଗର ହୋଲି ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଘରେ ଘରେ ରଙ୍ଗ ଖେଳିଥିବା ସମୟରେ ଓଡ଼ିଶା ସରକ।ରଙ୍କ ପଞ୍ଚାୟତିରାଜରାଜ ମନ୍ତ୍ରୀ ରବିନାରାୟଣ ନାୟକ କର୍ମୀ ଓ ଜନସାଧାରଣଙ୍କ ସହିତ ହୋଲି ଖେଲିଥିଲେ।
/sambad/media/media_files/2025/03/15/aUW8z81Lh4NbRz3UTo4p.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)