ଦେଓଗାଁ : ଆଠଗାଁ ଉପରଝର ରାସ୍ତାରେ ପୁଲିସର ଚଢାଉ। ଗଞ୍ଜେଇ ଚୋରା ଚାଲାଣ ହେଉଥିବା କାରକୁ ପିଛା କରି ଧରିଲା ଦେଓଗାଁ ପୁଲିସ। ଗଞ୍ଜେଇ ଭର୍ତ୍ତି ଗାଡ଼ି ଦେଓଗାଁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୁଲିସ।
ଆଜି ଭୋର ସମୟରେ ଦେଓଗାଁ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ କାରକୁ ସନ୍ଦେହ କରି ଯାଞ୍ଚ କରିଥିଲା। କାର ଚାଳକ ଗାଡ଼ିକୁ ଧରି ଫେରାର ମାରିବାର ଉଦ୍ୟମ କରୁଥିବା ବେଳେ କାରକୁ କାବୁ କରି ଦେଓଗାଁ ଥାନାକୁ ଆଣିଛି ପୁଲିସ। କାର ଭିତରେ ଗଞ୍ଜେଇ ଥିବାରୁ କାର ଓ ଗଞ୍ଜେଇ ଚାଳକକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଦେଓଗାଁ ପୁଲିସ ସୁତ୍ରରୁ ଜଣାପଡ଼ିଛି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/05/new-project-8-2025-09-05-10-14-13.jpg)