ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଏବଂ ଜଗନ ମୋହନ ରେଡ୍ଡୀଙ୍କୁ ତେଲୁଗୁ ଭାଷାରେ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ବାର୍ତ୍ତା ଟୁଇଟ୍ କରିଛନ୍ତି।
ସେ ଲେଖିଛନ୍ତି: ଓଡ଼ିଶାରେ ପୁଣି ଥରେ ବିଜୟ ଲାଭ କରିଥିବାରୁ ନବୀନ ବାବୁଙ୍କୁ ଅଭିନନ୍ଦନ। ତାଙ୍କ ପାଇଁ ସର୍ବୋତ୍ତମ ପରବର୍ତ୍ତୀ ପାଳି କାମନା କରୁଛି।
Congratulations to Naveen Babu for yet another victory in Odisha. Wishing
him the very best for the next term.ଓଡିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ । ଆଗାମୀ ଶାସନକାଳ ପାଇଁ ତାଙ୍କୁ ଅଜସ୍ର ଶୁଭେଛା । @Naveen_Odisha
— Chowkidar Narendra Modi (@narendramodi) May 23, 2019