ବିଧାନସଭା ନିର୍ବାଚନରେ ବିଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଏବଂ ଜଗନ ମୋହନ ରେଡ୍ଡୀଙ୍କୁ ତେଲୁଗୁ ଭାଷାରେ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ବାର୍ତ୍ତା ଟୁଇଟ୍‌ କରିଛନ୍ତି।

ସେ ଲେଖିଛନ୍ତି: ଓଡ଼ିଶାରେ ପୁଣି ଥରେ ବିଜୟ ଲାଭ କରିଥିବାରୁ ନବୀନ ବାବୁଙ୍କୁ ଅଭିନନ୍ଦନ। ତାଙ୍କ ପାଇଁ ସର୍ବୋତ୍ତମ ପରବର୍ତ୍ତୀ ପାଳି କାମନା କରୁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.