ରାଉରକେଲା: ରାଉରକେଲାସରକାରୀଡାକ୍ତରଖାନା (ଆର୍ଜିଏଚ୍) ସେଣ୍ଟ୍ରାଲଲ୍ୟାବ୍ରସ୍ଥିତିଦେଖିଆଶ୍ଚର୍ଯ୍ୟହୋଇଛନ୍ତିରଗୁନାଥପାଲୀବିଧାୟକଦୁର୍ଗାଚରଣତନ୍ତୀ।ଆବଶ୍ୟକରକ୍ଷଣାବେକ୍ଷଣଅଭାବରୁଲ୍ୟାବ୍ରେମେସିନ୍, କମ୍ପୁଟର, ଆବାସବପତ୍ରଗୁଡ଼ିକପରିତ୍ୟକ୍ତଅବସ୍ଥାରେପଡିଥିବାବିଧାୟକଦେଖିବାକୁପାଇଥିଲେ।କେବଳଏତିକିନୁହେଁ ଶୌଚାଳୟଠୁଆରମ୍ଭକରିଅନ୍ୟରୁମ୍ଗୁଡ଼ିକଅଳିଆଆବର୍ଜନାପୂର୍ଣ୍ଣହୋଇଥିବାରୁବିଧାୟକଶ୍ରୀତନ୍ତୀକ୍ଷୋଭପ୍ରକଟକରିଥିଲେ।ସେଣ୍ଟ୍ରାଲଲ୍ୟାବ୍ରେପଡିଥିବାଲକ୍ଷଲକ୍ଷଟଙ୍କାରମେସିନ୍ଗୁଡ଼ିକକେବେଚାଲିବବୋଲିଆର୍ଜିଏଚ୍ରନିର୍ଦ୍ଦେଶକଡାକ୍ତରମନୋଜଉପାଧ୍ୟାୟଓଉପସ୍ଥିତଅନ୍ୟଅଧିକାରୀମାନଙ୍କୁପଚାରିଥିଲେ।ନିର୍ଦ୍ଦେଶକଓଉପସ୍ଥିତଅନ୍ୟଅଧିକାରୀମାନେକିଛିସନ୍ତୋଷଜନକଉତ୍ତରଦେଇପାରିନଥିଲେ।ନିର୍ଦ୍ଦେଶକଡାକ୍ତରଉପାଧ୍ୟାୟକହିଥିଲେ, ଯେଉଁସଂସ୍ଥାକୁପରିଚାଳନାଦିଆଯାଇଥିଲା, ସେମାତ୍ରଗୋଟିଏ /ଦୁଇଦିନଖୋଲିବାପରେବନ୍ଦଚାଲିଯାଇଛି।ଆବଶ୍ୟକସଂଖ୍ୟକକର୍ମଚାରୀଅଭାବରୁଏଭଳିସ୍ଥିତିଉପୁଜିଛି।ଏସଂକ୍ରାନ୍ତରେସ୍ବାସ୍ଥ୍ୟବିଭାଗକୁଅବଗତକରାଯାଇଛିବୋଲିବିଧାୟକଙ୍କୁକହିଥିଲେ।
ଆର୍ଜିଏଚ୍ର ସେଣ୍ଟ୍ରାଲ ଲ୍ୟାବ୍ରେ ବର୍ଷ ବର୍ଷ ଧରି ପଡିଥିବା ମେସିନ୍ଗୁଡ଼ିକୁ ଆଗାମୀ ଦିନରେ ଚାଲିବ କି ନାହିଁ, ତା’ ମଧ୍ୟ କହିବା କଷ୍ଟକର। ସେଣ୍ଟ୍ରାଲ ଲ୍ୟାବ୍ରେ ୮ ଲକ୍ଷ ୧୦ ହଜାର ଟଙ୍କାର ବାୟୋକେମିଷ୍ଟ୍ରି ଅଟୋଆନାଲାଇଜ୍ର, ୧୨ ଲକ୍ଷ ଟଙ୍କାର ଇମ୍ୟୁନୋଲଜି ଅଟୋଆନାଲାଇଜର୍-୨୦୦୦, ୭ ଲକ୍ଷ ୨୫ ହଜାର ଟଙ୍କାର ଇମ୍ୟୁନୋଲଜି ଅଟୋଆନାଲାଇଜର୍-୧୦୦୦ ଲଗାଯାଇଛି। ଏହାଛଡ଼ା ୮ ଲକ୍ଷ ୨୫ ହଜାର ଟଙ୍କାର ଏଚ୍ବିଏ୧ସି ଅଟୋଆନାଲାଇଜ୍ର, ୫୭ ହଜାର ୫୦୦ ଟଙ୍କାର ଏଚ୍ବିଏ୧ସି ସେମିଅଟୋମେଟିକ୍ ଆନାଲାଇଜର୍, ୧ ଲକ୍ଷ ଟଙ୍କାର ଏଲିସା ରିଡର୍ ଓ ୱାସର୍, ୩ ଲକ୍ଷ ୬୦ ହଜାର ଟଙ୍କାର ଡିପ୍ଫ୍ରିଜର୍, ୭ ଲକ୍ଷ ୩୫ ହଜାର ଟଙ୍କାରେ ୧୦ଟି ଫ୍ରିଜ୍ ଓ ୧୦ଟି ଷ୍ଟାବିଲାଇଜର୍, ୮୮ ହଜାର ୫୦୦ ଟଙ୍କାର ୩ଟି ମାଇକ୍ରୋସ୍କୋପ୍ ବାଇନୋକୁଲାର୍, ୧ ଲକ୍ଷ ୫୦ ହଜାର ଟଙ୍କାର ୪ଟି ସେଣ୍ଟ୍ରିଫ୍ୟୁଜ୍ ମେସିନ୍, ୭୪ ହଜାର ଟଙ୍କାରେ ୨ଟି ଇନକ୍ୟୁବେଟର, ୪୫ ହଜାର ଟଙ୍କାର ହଟ୍ଏୟାର ଓଭେନ୍, ୫୦ ହଜାର ଟଙ୍କାରେ ୨ଟି ଫ୍ଲେବିଟମି ଚେୟାର୍, ୧୯ ହଜାର ଟଙ୍କାର ୱାଟର୍ ବାର୍ଥ, ୮ ହଜାର ଟଙ୍କାର ସାଇକ୍ଲୋମିକ୍ସର୍, ୧୬ ହଜାର ୫୦୦ ଟଙ୍କାର ବ୍ଲଡ୍ ମିକ୍ସର ସମେତ ଆହୁରି କିଛି ଛୋଟଛୋଟ ଯନ୍ତ୍ର କିଣାଯାଇଛି। ସେହିପରି ୧୩ ଲକ୍ଷ ଟଙ୍କାରେ ୨ଟି ସେଲ୍ କାଉଣ୍ଟର, ୮୫ ହଜାର ଟଙ୍କାରେ ଗୋଟିଏ କୋଆଗୁଲାସନ୍ ଆନାଲାଇଜର (୨ ଚାନେଲ୍) ଓ ୧ ଲକ୍ଷ ୮୫ ହଜାର ଟଙ୍କାରେ ଗୋଟିଏ କୋଆଗୁଲାସନ୍ ଆନାଲାଇଜର/ଡି-ଡିମର (୪ ଚାନେଲ୍) କିଣାଯାଇଛି। ଗୋଟିଏ ହେଲେ ମେସିନ୍ ଚାଲୁନି।
ତେବେଆର୍ଜିଏଚ୍ରସେଣ୍ଟ୍ରାଲଲ୍ୟାବ୍ରେବର୍ଷବର୍ଷଧରିପଡିଥିବାମେସିନ୍ଗୁଡ଼ିକୁଆଗାମୀଦିନରେଚାଲିବକିନାହିଁ, ତା’ ମଧ୍ୟକହିବାକଷ୍ଟକର।ସେଣ୍ଟ୍ରାଲଲ୍ୟାବ୍ରେ୮ଲକ୍ଷ୧୦ହଜାରଟଙ୍କାରବାୟୋକେମିଷ୍ଟ୍ରିଅଟୋଆନାଲାଇଜ୍ର, ୧୨ଲକ୍ଷଟଙ୍କାରଇମ୍ୟୁନୋଲଜିଅଟୋଆନାଲାଇଜର୍-୨୦୦୦, ୭ଲକ୍ଷ୨୫ହଜାରଟଙ୍କାରଇମ୍ୟୁନୋଲଜିଅଟୋଆନାଲାଇଜର୍-୧୦୦୦ଲଗାଯାଇଛି।ଏହାଛଡ଼ା୮ଲକ୍ଷ୨୫ହଜାରଟଙ୍କାରଏଚ୍ବିଏ୧ସିଅଟୋଆନାଲାଇଜ୍ର, ୫୭ହଜାର୫୦୦ଟଙ୍କାରଏଚ୍ବିଏ୧ସିସେମିଅଟୋମେଟିକ୍ ଆନାଲାଇଜର୍, ୧ଲକ୍ଷଟଙ୍କାରଏଲିସାରିଡର୍ ଓୱାସର୍, ୩ଲକ୍ଷ୬୦ହଜାରଟଙ୍କାରଡିପ୍ଫ୍ରିଜର୍, ୭ଲକ୍ଷ୩୫ହଜାରଟଙ୍କାରେ୧୦ଟିଫ୍ରିଜ୍ଓ୧୦ଟିଷ୍ଟାବିଲାଇଜର୍, ୮୮ହଜାର୫୦୦ଟଙ୍କାର୩ଟିମାଇକ୍ରୋସ୍କୋପ୍ ବାଇନୋକୁଲାର୍, ୧ଲକ୍ଷ୫୦ହଜାରଟଙ୍କାର୪ଟିସେଣ୍ଟ୍ରିଫ୍ୟୁଜ୍ ମେସିନ୍, ୭୪ହଜାରଟଙ୍କାରେ୨ଟିଇନକ୍ୟୁବେଟର, ୪୫ହଜାରଟଙ୍କାରହଟ୍ଏୟାରଓଭେନ୍, ୫୦ହଜାରଟଙ୍କାରେ୨ଟିଫ୍ଲେବିଟମିଚେୟାର୍, ୧୯ହଜାରଟଙ୍କାରୱାଟର୍ବାର୍ଥ, ୮ହଜାରଟଙ୍କାରସାଇକ୍ଲୋମିକ୍ସର୍, ୧୬ହଜାର୫୦୦ଟଙ୍କାରବ୍ଲଡ୍ ମିକ୍ସରସମେତଆହୁରିକିଛିଛୋଟଛୋଟଯନ୍ତ୍ରକିଣାଯାଇଛି।ସେହିପରି୧୩ଲକ୍ଷଟଙ୍କାରେ୨ଟିସେଲ୍ କାଉଣ୍ଟର, ୮୫ହଜାରଟଙ୍କାରେଗୋଟିଏକୋଆଗୁଲାସନ୍ଆନାଲାଇଜର (୨ଚାନେଲ୍) ଓ୧ଲକ୍ଷ୮୫ହଜାରଟଙ୍କାରେଗୋଟିଏକୋଆଗୁଲାସନ୍ଆନାଲାଇଜର/ଡି-ଡିମର (୪ଚାନେଲ୍) କିଣାଯାଇଛି।ଗୋଟିଏହେଲେମେସିନ୍ ଚାଲୁନି।କେବଳଏତିକିନୁହେଁବିଧାୟକଶ୍ରୀତନ୍ତୀଡିଜିଟାଲଏକ୍ସ-ରେଚାଲୁନଥିବାସମ୍ପର୍କରେନିର୍ଦ୍ଦେଶକଙ୍କସହଆଲୋଚନାକରିଥିଲେ।ରୋଗୀଙ୍କସ୍ବାର୍ଥକୁଦୃଷ୍ଟିରେରଖିଡିଜିଟାଲଏକ୍ସ-ରେକୁଖୁବ୍ ଶୀଘ୍ରକାର୍ଯ୍ୟକ୍ରମକରିବାକୁନିର୍ଦ୍ଦେଶକଙ୍କୁକହିଥିଲେ।ବିଧାୟକଶ୍ରୀତନ୍ତୀଆର୍ଜିଏଚ୍ ସେଣ୍ଟ୍ରାଲଲ୍ୟାବ୍ରବାସ୍ତବଚିତ୍ରଦେଖିବାପରେଆଗାମୀଦିନରେଏଦିଗରେକିପଦକ୍ଷେପନେଉଛନ୍ତି, ତା’ ଉପରେସମସ୍ତଙ୍କରନଜରରହିଛି।