କବିସୂର୍ଯ୍ୟନଗର: ସୁରଟର କପଡା ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ କବିସୂର୍ଯ୍ୟନଗର ବ୍ଲକ୍ ଅଧକ୍ଷଙ୍କ ସମେତ ତାଙ୍କର ଦୁଇ ଭଣଜାଙ୍କୁ ଖୋଜୁଛି ପୁଲିସ। ଗତ କିଛି ଦିନ ତଳେ ଉଗ୍ର ପ୍ରସାଦ ସାହୁଙ୍କୁ ତିନି ରାଉଣ୍ଡ ଗୁଳି କରି ହତ୍ୟା କରାଯାଇଥିଲା। ସୁରଟରେ ଏକ ମାମଲା କରି ସୁରାକ ପାଇ କବିସୂର୍ଯ୍ୟ ନଗରରେ ଚଢ଼ାଉ କରୁଛି ପୁଲିସ ।
ସୁରଟର କପଡା ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ କବିସୂର୍ଯ୍ୟନଗର ବ୍ଲକ୍ ଅଧକ୍ଷଙ୍କ ସମେତ ତାଙ୍କର ଦୁଇ ଭଣଜାଙ୍କୁ ଖୋଜୁଛି ପୁଲିସ। ଗତ କିଛି ଦିନ ତଳେ ଉଗ୍ର ପ୍ରସାଦ ସାହୁଙ୍କୁ ତିନି ରାଉଣ୍ଡ ଗୁଳି କରି ହତ୍ୟା କରାଯାଇଥିଲା। ସୁରଟରେ ଏକ ମାମଲା କରି ସୁରାକ ପାଇ କବିସୂର୍ଯ୍ୟ ନଗରରେ ଚଢ଼ାଉ କରୁଛି ପୁଲିସ । କବିସୂର୍ଯ୍ୟନଗର ବ୍ଲକ୍ ଅଧ୍ୟକ୍ଷ ବୀରେନ୍ଦ୍ର ଖଟାଇ ଦୁଇ ଭଣଜାଙ୍କୁ ପିସ୍ତଲ୍ ଦେଇ ପଠାଇଥିଲେ। ୧୩ ତାରିଖ ରାତି ୯ଟାରେ ପିପୋଦରାରେ ହତ୍ୟା କରାଯାଇଥିଲା ଉଗ୍ରପ୍ରସାଦଙ୍କୁ। ସେଠାକାର ପୁଲିସ ପହଞ୍ଚି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।
କବିସୂର୍ଯ୍ୟନଗର ବ୍ଲକ୍ ଅଧ୍ୟକ୍ଷ ବୀରେନ୍ଦ୍ର ଖଟାଇ ଦୁଇ ଭଣଜାଙ୍କୁ ପିସ୍ତଲ୍ ଦେଇ ପଠାଇଥିଲେ। ୧୩ ତାରିଖ ରାତି ୯ଟାରେ ପିପୋଦରାରେ ହତ୍ୟା କରାଯାଇଥିଲା ଉଗ୍ରପ୍ରସାଦଙ୍କୁ। ସେଠାକାର ପୁଲିସ ପହଞ୍ଚି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। କିନ୍ତୁ କାହାରିକୁ ଗିରଫ କରି ପାରିନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/27/untitled-2025-08-27-13-55-11.png)