କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ହେଲେ ରଂଜୀବ ବିଶ୍ୱାଳ

ଭୁବନେଶ୍ୱର: ବରିଷ୍ଠ ନେତା ରଂଜୀବ ବିଶ୍ୱାଳଙ୍କୁ କଂଗ୍ରେସରେ ନୂତନ ଦାୟିତ୍ୱ ମିଳିଥିବା ଗୁରୁବାର ଜଣାପଡ଼ିଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାଂସଦ ରଂଜୀବ ବିଶ୍ୱାଳଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି।

 

ସମ୍ବନ୍ଧିତ ଖବର