ଖଇରା: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ଆଜି ସକାଳୁ ଏକ ବିରଳ ପକ୍ଷୀ ଦେଖା ଦେଇଛି। ତାକୁ ଦେଖିବା ଲାଗି ଲୋକମାନେ ତା ପଛରେ ଗୋଡ଼ାଇଥିଲେ। ଖଇରା ବଜାର ନିକଟରେ କୁଚାଆ କୋଇଲି, ଗଡ଼, ନୟାଖଣ୍ଡି ଗ୍ରାମଠାରେ ପ୍ରଥମେ ପକ୍ଷୀଟି ଦେଖା ଦେଇଥିଲା। ପରେ ଏକା ତୁରାଣୀପଦା ଗ୍ରାମ ଦେଇ ଭଦ୍ରକ ଜିଲ୍ଲା ଆଡ଼କୁ ପଳାଇଥିଲା।
ପକ୍ଷୀଟିର ଉଚ୍ଚତା ୩ ରୁ ୪ ଫୁଟ ହୋଇଥିବାବେଳେ ତାର ଡେଣା ୨ ଫୁଟରୁ ଅଧିକ ଲମ୍ବ ବୋଲି କୁହାଯାଉଛି। ପକ୍ଷୀଟି ଛୋଟ ଗାଈ ବାଛୁରୀ ଆଦି ଉଠାଇ ପରିବାକୁ ସକ୍ଷମ ଥିବାବେଳେ ଅଞ୍ଚଳବାସୀ ଏହାକୁ ଏକ ବାଜ ପକ୍ଷୀ ବୋଲି କେତେକ କହୁଛନ୍ତି।
/sambad/media/media_files/2025/01/11/b7dks0OswI9tWQarxo3T.jpg)
ପକ୍ଷୀଟିର ଉଚ୍ଚତା ୩ ରୁ ୪ ଫୁଟ ହୋଇଥିବାବେଳେ ତାର ଡେଣା ୨ ଫୁଟରୁ ଅଧିକ ଲମ୍ବ ବୋଲି କୁହାଯାଉଛି। ପକ୍ଷୀଟି ଛୋଟ ଗାଈ ବାଛୁରୀ ଆଦି ଉଠାଇ ପରିବାକୁ ସକ୍ଷମ ଥିବାବେଳେ ଅଞ୍ଚଳବାସୀ ଏହାକୁ ଏକ ବାଜ ପକ୍ଷୀ ବୋଲି କେତେକ କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/11/Kgam4PdEoPwi7fgPcr3f.jpg)