ଭୁବନେଶ୍ବର: ଜମି କିଣିବା ଠକେଇ ହେବା ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଠକେଇ ହେଇଥିବା କଥାକୁ ସ୍ବୀକାର କରିବା ସହ ଏହା ତାଙ୍କର ବ୍ୟକ୍ତିଗତ କଥା ବୋଲି ସେ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ଜମି ଦେବି କହି ଜଣେ ବ୍ୟକ୍ତି ଠକି କି ଟଙ୍କା ନେଇଛନ୍ତି। ଏହା ବହୁ ପୁରୁଣା ଘଟଣା। ପାଞ୍ଚ ବର୍ଷ ତଳେ ଏ ଘଟଣା ଘଟିଥିଲା। ତା ଭିତରକୁ କାହିଁକି ଯିବା। ଏହା ବ୍ୟକ୍ତିଗତ କଥା। ଜାଗା କିଣିବା ପାଇଁ ପଇସା ଦିଆଯାଇଥିଲା। ଫେରେଇବେ ଫେରେଇବେ ବୋଲି କହି ଫେରାଇ ନାହାନ୍ତି। ଗୋଟିଏ କମ୍ପାନୀରେ ମୁଁ ନିର୍ଦ୍ଦେଶକ ଥିବା ସମୟରେ ଜାଗା କିଣିବାକୁ ଟଙ୍କା ଦେଇଥିଲି। ପୁଲିସ ଘଟଣାର ତଦନ୍ତ କରିବ।
ମନ୍ତ୍ରୀ କହିଛନ୍ତି, ଜମି ଦେବି କହି ଜଣେ ବ୍ୟକ୍ତି ଠକି କି ଟଙ୍କା ନେଇଛନ୍ତି । ଏହା ବହୁ ପୁରୁଣା ଘଟଣା। ପାଞ୍ଚ ବର୍ଷ ତଳେ ଏ ଘଟଣା ଘଟିଥିଲା। ତା ଭିତରକୁ କାହିଁକି ଯିବା। ଏହା ବ୍ୟକ୍ତିଗତ କଥା। ଜାଗା କିଣିବା ପାଇଁ ପଇସା ଦିଆଯାଇଥିଲା। ଫେରେଇବେ ଫେରେଇବେ ବୋଲି କହି ଫେରାଇ ନାହାନ୍ତି। ଗୋଟିଏ କମ୍ପାନୀରେ ମୁଁ ନିର୍ଦ୍ଦେଶକ ଥିବା ସମୟରେ ଜାଗା କିଣିବାକୁ ଟଙ୍କା ଦେଇଥିଲି। ପୁଲିସ ଘଟଣାର ତଦନ୍ତ କରିବ।