ଧର୍ମଶାଳା: ବ୍ରାହ୍ମଣୀରେ ବୁଡ଼ି ଧର୍ମଶାଳା ବ୍ଲକ ଚହଟା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି (୭୫)ଙ୍କ ମୃତ୍ୟୁ ଘଟିଛି l ସେ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ଗଭୀର ଜଳରେ ବୁଡ଼ି ଯାଇଥିଲେ l
ବ୍ରାହ୍ମଣୀରେ ବୁଡ଼ି ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ
ବ୍ରାହ୍ମଣୀରେ ବୁଡ଼ି ଧର୍ମଶାଳା ବ୍ଲକ ଚହଟା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି (୭୫)ଙ୍କ ମୃତ୍ୟୁ ଘଟିଛି l ସେ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ଗଭୀର ଜଳରେ ବୁଡ଼ି ଯାଇଥିଲେ l
/sambad/media/media_files/2025/04/13/7qdiPi5YmfxtjUAemp6n.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)