ଧଣ୍ଡାମୁଣ୍ଡା: ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ମାଟିଆଭଟା -ବାଞ୍ଜିପାଲି ରାସ୍ତାରେ ଏକ ଗଛ ଭାଙ୍ଗିପଡ଼ିବାରୁ ବହୁ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ
ହୋଇଥିଲା। ଖପ୍ରାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଗଛ କାଟି ସଫେଇ କରିବା ପରେ ଯିବାଆସିବା ସ୍ବାଭାବିକ ହୋଇଥିଲା ।
ମାଟିଆଭଟା -ବାଞ୍ଜିପାଲି ରାସ୍ତାରେ ଗଛ ଭାଙ୍ଗି ରାସ୍ତା ଅବରୋଧ
ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ମାଟିଆଭଟା -ବାଞ୍ଜିପାଲି ରାସ୍ତାରେ ଏକ ଗଛ ଭାଙ୍ଗିପଡ଼ିବାରୁ ବହୁ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଥିଲା। ଖପ୍ରାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଗଛ କାଟି ସଫେଇ କରିବା ପରେ ଯିବାଆସିବା ସ୍ବାଭାବିକ ହୋଇଥିଲା ।
/sambad/media/media_files/2025/08/24/untitled-2025-08-24-09-19-45.png)
/sambad/media/agency_attachments/2024-07-24t043029592z-sambad-original.webp)