ଭୁବନେଶ୍ବର: ଝାରପଡ଼ା ସ୍ଵତନ୍ତ୍ର କାରାଗାରରେ ବନ୍ଦୀ ଛାତ୍ର ନେତାଙ୍କୁ ଭେଟିଛନ୍ତି କଂଗ୍ରେସ ଟିମ୍। ଦଳର ରାଜ୍ୟ ପ୍ରଭାରୀ ଅଜୟ ଲଲୁ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ସୁରେଶ ରାଉତରାୟ ଓ ସନ୍ତୋଷ ସିଂ ସାଲୁଜା ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନଙ୍କୁ ଭେଟିଛନ୍ତି।
ଏହାପରେ ଅଜୟ ଲଲୁ କହିଛନ୍ତି, ସରକାର ଚାହିଁଲେ ବି ଆମ ସ୍ଵରକୁ ଚାପି ପାରିବେନି। କାଲି ମଧ୍ୟ ଏମିତି ଏକ ଘଟଣା ପିପିଲିରେ ଘଟିଲା, ଯାହା ସାରା ଦେଶକୁ ଦୋହଲାଇଦେଲା। ସରକାରଙ୍କ ଭ୍ରଷ୍ଟାଚାର, ଅନୀତି ବିରୁଦ୍ଧରେ କଂଗ୍ରେସ ସ୍ଵର ଉଠାଇବ।
ଝାରପଡ଼ା ସ୍ଵତନ୍ତ୍ର କାରାଗାରରେ ବନ୍ଦୀ ଛାତ୍ର ନେତାଙ୍କୁ ଭେଟିଛନ୍ତି କଂଗ୍ରେସ ଟିମ୍। ଦଳର ରାଜ୍ୟ ପ୍ରଭାରୀ ଅଜୟ ଲଲୁ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ସୁରେଶ ରାଉତରାୟ ଓ ସନ୍ତୋଷ ସିଂ ସାଲୁଜା ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନଙ୍କୁ ଭେଟିଛନ୍ତି।
ଏଣେ ସୁରେଶ ରାଉତରାୟ କହିଛନ୍ତି, ଜେଲରେ ଆମେ କଂଗ୍ରେସ କର୍ମୀଙ୍କୁ ଭେଟିଛୁ। ସେମାନଙ୍କ ମନୋବଳ ବଢ଼ିଛି। ଆଗକୁ ଲଢ଼େଇ ଜୋରଦାର ହେବ।
congress
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/JHARPADAJAIL-2.jpg)