ଭୁବନେଶ୍ବର: ରାଜଧାନୀରେ ସେକ୍ସ ରାକେଟ୍ ସନ୍ଦେହରେ ପୁଲିସର ଚଢାଉ। ଭୁବନେଶ୍ବର ରବି ଟକିଜ୍ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ପୁଲିସ ଚଢାଉ କରିଛି। ଚଢାଉ ପରେ ସେଠାରୁ ୨ ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଛି । ଜଣେ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହାକୁ ନେଇ ସେଲୁନ୍ ଓ ସ୍ପା ବାହାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ତେବେ କାହିଁକି ପୁଲିସ ଚଢାଉ କଲା, ସେନେଇ ପୁଲିସ ପକ୍ଷରୁ କିଛି କିଛି ସ୍ପଷ୍ଟ କରାଯାଇନାହିଁ ।
ରାଜଧାନୀରେ ସେକ୍ସ ରାକେଟ୍ ସନ୍ଦେହରେ ପୁଲିସର ଚଢାଉ: ୨ ଯୁବତୀ ଉଦ୍ଧାର, ଜଣେ ଯୁବକ ଅଟକ
ରାଜଧାନୀରେ ସେକ୍ସ ରାକେଟ୍ ସନ୍ଦେହରେ ପୁଲିସର ଚଢାଉ। ଭୁବନେଶ୍ବର ରବି ଟକିଜ୍ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ପୁଲିସ ଚଢାଉ କରିଛି। ଚଢାଉ ପରେ ସେଠାରୁ ୨ ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଛି ।
/sambad/media/media_files/2024/10/19/OoyQQS1YO4T3QGm5R8X3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)