ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ସୋରଡ଼ା ବ୍ରାହ୍ମଣ ବସ୍ତିରୁ ଚୋରା କାଠ ଜବତ ହୋଇଛି l ଖବର ପାଇ ରାଉରକେଲା ବନବିଭାଗ କର୍ମଚାରୀ ଦୀପକ ତ୍ରିପାଠୀଙ୍କ ଘରେ ଚଢ଼ଉ କରିଥିଲେ l
ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ସୋରଡ଼ା ବ୍ରାହ୍ମଣ ବସ୍ତିରୁ ଚୋରା କାଠ ଜବତ ହୋଇଛି l ଖବର ପାଇ ରାଉରକେଲା ବନବିଭାଗ କର୍ମଚାରୀ ଦୀପକ ତ୍ରିପାଠୀଙ୍କ ଘରେ ଚଢ଼ଉ କରିଥିଲେ l ଜବତ କାଠ ଆନୁମାନିକ ମୂଲ୍ୟ ଏକ ଲକ୍ଷ ଚାଳିଶ ହଜାର ହେବ ବୋଲି ଜଣା ପଡ଼ିଛି l
ଜବତ କାଠ ଆନୁମାନିକ ମୂଲ୍ୟ ଏକ ଲକ୍ଷ ଚାଳିଶ ହଜାର ହେବ ବୋଲି ଜଣା ପଡ଼ିଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/09/K5SfBslmtInUM0lFyR51.jpg)