କଟକ: କଟକ ଜିଲ୍ଲାର ୨୧୦ କଲେଜର ଆଇ ସି ସି ରିପୋର୍ଟ ମାଗିଥିଲେ ଜିଲ୍ଲାପାଳ। ହେଲେ ଏଯାଏ ଆଇ ସି ସି ରିପୋର୍ଟ ଦାଖଲ କରିଛନ୍ତି ଅଧା କଲେଜ କର୍ତ୍ତୃପକ୍ଷ। ଆଇ ସି ସି (ଆଭ୍ୟନ୍ତରୀଣ ଅଭିଯୋଗ କମିଟି) ରିପୋର୍ଟ ଦାଖଲ ନ ହୋଇ ଥିବାରୁ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ଯେଉଁ କଲେଜ ଆଇ ସି ସି ରିପୋର୍ଟ ଦାଖଲ କରିନାହାନ୍ତି, ସେମାନଙ୍କୁ ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ। ରିପୋର୍ଟ ଖୁବ୍ ଶୀଘ୍ର ଦାଖଲ ନ କଲେ କଲେଜ ଅଧ୍ୟକ୍ଷଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଯେଉଁ କଲେଜ ଆଇ ସି ସି ରିପୋର୍ଟ ଦାଖଲ କରିନାହାନ୍ତି, ସେମାନଙ୍କୁ ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ। ରିପୋର୍ଟ ଖୁବ୍ ଶୀଘ୍ର ଦାଖଲ ନ କଲେ କଲେଜ ଅଧ୍ୟକ୍ଷଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/23/cuttack-2025-07-23-13-55-04.jpg)