ଯାଜପୁର: ଶିଶୁ ମୃତ୍ୟୁକୁ ନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପରିଲକ୍ଷିତ ହୋଇଛି। ପ୍ରଶ୍ନ କରିବାରୁ ମୃତ ଶିଶୁର ଭଉଣୀଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରିଥିବା ଅଭିଯୋଗ ବି ଉଠିଛି। ଯାଜପୁର ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
ଶିଶୁ ମୃତ୍ୟୁକୁ ନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପରିଲକ୍ଷିତ ହୋଇଛି। ପ୍ରଶ୍ନ କରିବାରୁ ମୃତ ଶିଶୁର ଭଉଣୀଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରିଥିବା ଅଭିଯୋଗ ବି ଉଠିଛି। ଯାଜପୁର ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
୧ ବର୍ଷର ଶିଶୁପୁତ୍ର ଥଣ୍ଡା ଜ୍ଵରରେ ପୀଡ଼ିତ ହୋଇ ମେଡିକାଲରେ ଭର୍ତି ହୋଇଥିଲା। ପରେ ସେଠାରେ ତାର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/28/jajpur-dhh-2025-07-28-14-49-25.jpg)