ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ବରୁଣ୍ଡେଇ ବଙ୍ଗାଳି ସାହିରେ ମଣ୍ଡପରୁ ଚୋରି ଅଭିଯୋଗ ହୋଇଛି। ଦୁର୍ଗା ମାଙ୍କ ରୂପା ମୁକୁଟ ଓ ସୁନା ଅଳଙ୍କାର ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ମା’ଙ୍କ ମଣ୍ଡପରୁ ଏପରି ଚୋରି ହୋଇଥିବା ଜଣାଯାଇଛି। ଖବର ପାଇ ପୁଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମଣ୍ଡପରୁ ଦୁର୍ଗା ମା’ଙ୍କ ରୂପା ମୁକୁଟ ଓ ସୁନା ଅଳଙ୍କାର ଚୋରି
କୋରେଇ ଥାନା ବରୁଣ୍ଡେଇ ବଙ୍ଗାଳି ସାହିରେ ମଣ୍ଡପରୁ ଚୋରି ଅଭିଯୋଗ ହୋଇଛି। ଦୁର୍ଗା ମାଙ୍କ ରୂପା ମୁକୁଟ ଓ ସୁନା ଅଳଙ୍କାର ଚୋରି କରିନେଇଛନ୍ତି ଦୁର୍ବୃତ୍ତ।
/sambad/media/media_files/7GVzVkBJpmIE7Klzh0PK.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)