ବିନିକା: ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଅଦିନିଆ ଝଡ଼ବର୍ଷା ଓ ଯୋଗୁଁ ସାଧାରଣ ଧନଜୀବନ ବ୍ୟାହତ ହୋଇଛି। ସୋମବାର ଦିନବେଲା ପାଗ ଶୁଖିଲା ଥିବାବେଳେ ଦିନ ୫ଟାରେ ହଠାତ ପବନ ସହ ତୁହାକୁ ତୁହା ଝଡବର୍ଷା ଓ କୁଆପଥର ମାଡ ହୋଇଥିଲା। ଯାହାଫଳରେ ପ୍ରବଳ ପବନ ଯୋଗୁଁ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଛି | ସେହିପରି ପ୍ରବଳ ଝଡବର୍ଷା ଓ କୁଆପଥର ମାଡରେ ଘରଦ୍ବାର ଭାଙ୍ଗିବାସହ ଉପର ଛାତ ଉଡ଼ିଯାଇଛି | ଏହାସହ ପନିପରିବା ଚାଷ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ କ୍ଷତିପୂରଣ ଦେବାପାଇଁ ଚାଷୀ ମହଲରେ ଦାବି ହେଉଛି।
ଅଦିନିଆ ଝଡବର୍ଷା ଓ କୁଆପଥର ମାଡ ଯୋଗୁଁ ବ୍ୟାପକ କ୍ଷତି
ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଅଦିନିଆ ଝଡ଼ବର୍ଷା ଓ ଯୋଗୁଁ ସାଧାରଣ ଧନଜୀବନ ବ୍ୟାହତ ହୋଇଛି। ସୋମବାର ଦିନବେଲା ପାଗ ଶୁଖିଲା ଥିବାବେଳେ ଦିନ ୫ଟାରେ ହଠାତ ପବନ ସହ ତୁହାକୁ ତୁହା ଝଡବର୍ଷା ଓ କୁଆପଥର ମାଡ ହୋଇଥିଲା। ଯାହାଫଳରେ ପ୍ରବଳ ପବନ ଯୋଗୁଁ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଛି |
/sambad/media/media_files/2026/02/23/13bee467-f01c-4147-8a1a-c885461f1992-2026-02-23-21-49-42.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)