ମୋହନା: ଘୁମୁସର ବନଖଣ୍ଡରେ ବହୁଦିନ ଧରି ଆତଙ୍କ ଖେଳାଇଥିବା ମହାବଳ ବାଘ ଏବେ ଗଜପତି ଜିଲ୍ଲା ଢେପାଗୁଡା ପଞ୍ଚାୟତରେ ଆତଙ୍କ ଖେଳାଉଛି। ବିଳମ୍ବିତ ରାତିରେ ବାଘ ଏକ ଗାଈକୁ ମାରି ଖାଇଥିବାର ଖବର ପ୍ରଚାରିତ ହେବା ପରେ ଲୋକେ ଭୟଭୀତ ଅବସ୍ଥାରେ ଥିବା ଜଣାଯାଇଛି। ଏଣେ ବନ ବିଭାଗ କର୍ମଚାରୀ ଘଟଣାର ଛାନଭିନ ଚଳାଇଛନ୍ତି।
ଗଜପତିରେ ବାଘ ଆତଙ୍କ, ଲୋକେ ଭୟଭୀତ
ଘୁମୁସର ବନଖଣ୍ଡରେ ବହୁଦିନ ଧରି ଆତଙ୍କ ଖେଳାଇଥିବା ମହାବଳ ବାଘ ଏବେ ଗଜପତି ଜିଲ୍ଲା ଢେପାଗୁଡା ପଞ୍ଚାୟତରେ ଆତଙ୍କ ଖେଳାଉଛି। ବିଳମ୍ବିତ ରାତିରେ ବାଘ ଏକ ଗାଈକୁ ମାରି ଖାଇଥିବାର ଖବର ପ୍ରଚାରିତ ହେବା ପରେ ଲୋକେ ଭୟଭୀତ ଅବସ୍ଥାରେ ଥିବା ଜଣାଯାଇଛି।
/sambad/media/media_files/2024/10/16/8EtAHpKWN2rRVC2bGeex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)