ପାତ୍ରପୁର: ଗଞ୍ଜାମଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ବାଘ ଆତଙ୍କ | ତାଡକାସାହି -ମାଡୁଆ ରାସ୍ତାରେ ବାଘର ପଦ ଚିହ୍ନ ଠାବ ହୋଇଛି | ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଏହାର ଅନୁଧ୍ୟାନ ଆରମ୍ଭ କରିଛି | ବିଭାଗ ପକ୍ଷରୁ ୨ ଟିମ ଗଠନ କରାଯାଇଛି |

Advertisment

ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ବାଘ ଆତଙ୍କ | ତାଡକାସାହି -ମାଡୁଆ ରାସ୍ତାରେ ବାଘର ପଦ ଚିହ୍ନ ଠାବ ହୋଇଛି | ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଏହାର ଅନୁଧ୍ୟାନ ଆରମ୍ଭ କରିଛି | ବିଭାଗ ପକ୍ଷରୁ ୨ ଟିମ ଗଠନ କରାଯାଇଛି |କଲରାପତରିଆ ବାଘ ବୁଲୁଥିବା ସନ୍ଦେହ କରାଯାଉଛି | ଏଥିପାଇଁ ଜଙ୍ଗଲରେ ଟ୍ରାପ କ୍ୟାମେରା ଲଗାଯାଇଥିଲା ବେଳେ ବନ ବିଭାଗ ବାଘର ଗତିବିଧି ଉପରେ ନଜର ରଖିଛି |

କଲରାପତରିଆ ବାଘ ବୁଲୁଥିବା ସନ୍ଦେହ କରାଯାଉଛି | ଏଥିପାଇଁ ଜଙ୍ଗଲରେ ଟ୍ରାପ କ୍ୟାମେରା ଲଗାଯାଇଥିଲା ବେଳେ ବନ ବିଭାଗ ବାଘର ଗତିବିଧି ଉପରେ ନଜର ରଖିଛି |