ଜାଣନ୍ତୁ ଆଜିର ରାଶିଫଳ

ମେଷ: ଘରେ କୌଣସି ଶୁଭ କାର୍ଯ୍ୟର ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ ତାହା ଆପଣଙ୍କୁ ମିଳିବ। ପ୍ରିୟଜନ ମିଳନ।

 

 

ବୃଷ: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। ଧୈର୍ଯ୍ୟ ଧରି କାମ କରନ୍ତୁ। ତରବରିଆ ଭାବେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ।

 

 

ମିଥୁନ: ରଚନାତ୍ମକ କାମରେ ଧୢାନ ଲଗାନ୍ତୁ; ଫାଇଦା ହେବ। ଅଫିସରେ ନୂଆ କାମର ଦାୟିତ୍ବ ମିଳିପାରେ। ପରିଜନଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ।

 

 

କର୍କଟ: ଆପଣଙ୍କ ମନରେ ଆସୁଥିବା ବିଚାର କାମରେ ପୂରା ହେବ। ବ୍ୟବସାୟରୁ ଧନଲାଭ ହେବ। ଉପହାର ମିଳିବା ହେତୁ ସାରା ଦିନ ଖୁସି ରହିବେ।

 

 

ସି˚ହ: ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ବିବାହିତଙ୍କ ଲାଗି ଦିନଟି ବହୁତ ଭଲ।

 

କନ୍ୟା: ନିଜକୁ ସୁସ୍ଥ ରଖନ୍ତୁ। ଲୋକମାନଙ୍କ ସହିତ ସାକ୍ଷାତକାରରୁ ଭବିଷ୍ୟତରେ ଲାଭ ମିଳିବ। ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ।

 

ତୁଳା: ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ। ନୂଆ ଯୋଜନା ପ୍ରସ୍ତୁତ କରିବାରେ ସଫଳ ହେବେ। ବ୍ୟବସାୟୀ ସାଥୀଙ୍କ ସହିତ ସ˚ପର୍କ ମଜଭୁତ ହେବ। ମହିଳାଙ୍କ ଲାଗି ଭଲ ଦିନଟିଏ।

 

 

ବିଛା: ଆପଣଙ୍କର ମହତ୍ତ୍ବାଂକାଂକ୍ଷା ସମୟ ଅତିବାହିତ ହେବା ସହ ବଦଳିବ। ବ୍ୟବସାୟରେ ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।

 

ଧନୁ: ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ବାରା ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଧନଲାଭ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ।

 

 

ମକର: ଅନ୍ୟମାନଙ୍କୁ ନିଜ ବିଚାରରେ ସହମତ କରାଇନେବେ। ବ୍ୟବସାୟରେ ପରିଜନଙ୍କ ସହଯୋଗ ପାଇବେ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ।

 

କୁମ୍ଭ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବେ। ଭଲ ଖବର ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଚାକିରିରେ ଉନ୍ନତି ଯୋଗ ରହିଛି।

 

ମୀନ: ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। ବନ୍ଧୁଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

ସମ୍ବନ୍ଧିତ ଖବର