ମେଷ: କଳା ଓ ଅଭିନୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ବ୍ୟବସାୟରେ ଉନ୍ନତି ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଯେଉଁ କାମରେ ଯିବେ ସଫଳତା ପାଇବେ। ଅଚାନକ ଧନଲାଭ ହେବ। ପୁଞ୍ଜି ବଜାରରେ ନିବେଶ ଲାଗି ବିଚାର କରିବେ। ପ୍ରେମ ସାଗରରେ ବୁଡ଼ ପକାଇବେ।
ମିଥୁନ: ଅଧିକ ଭାବପ୍ରବଣ ହେଲେ କଷ୍ଟ ପାଇବେ। ଚାକିରି ଲାଗି ଇଣ୍ଟର୍ଭ୍ୟୁର ଖବର ଆସିବ। ଜୀବନସାଥୀ ସହିତ ସୌହାର୍ଦ୍ଦ୍ୟ ବୃଦ୍ଧି ହେବ। ଇସ୍ପାତର କୌଣସି ଜିନିଷ କିଣିବେ।
କର୍କଟ: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ସମାଜିକ ସ୍ତରରେ ଲୋକପ୍ରିୟତା ବୃଦ୍ଧି ହେବ। କିଛି କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ।
ସି˚ହ: ନିଜର ଯୋଜନାକୁ ନେଇ ମନରେ ସନ୍ଦେହ ସୃଷ୍ଟ ହୋଇପାରେ। ବ୍ୟବସାୟରେ ଭଲ ସଉଦା ହେବାର ସମ୍ଭାବନା ଅଛି। ବୈବାହିକ ଜୀବନ ଭଲ ରହିବ।
କନ୍ୟା: ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ।
ତୁଳା: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ କାର୍ଯ୍ୟ ଆଡ଼କୁ ରହିବ। ବିରୋଧୀ କ୍ଷତି ପହଞ୍ଚାଇବା ଲାଗି ଅସଫଳ ପ୍ରୟାସ କରିବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିବ।
ବିଛା: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ, ବିଜୟୀ ହେବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସ˚ପର୍କ ହେବ।
ଧନୁ: କୌଣସି ନିଷ୍ପତ୍ତି ନେବା ଆପଣଙ୍କ ପାଇଁ କଠିନ ହୋଇପାରେ। ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ।
ମକର: ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଅଧିକ କାମ ମିଳିବ। କଲେଜ ଜୀବନର ବନ୍ଧୁଙ୍କ ସହିତ ଦେଖା ହେବ। ପୁରୁଣା ସ୍ମୃତି ତାଜା ହେବ।
କୁମ୍ଭ: ଅଧିକାଂଶ କାମ ସ˚ପୂର୍ଣ୍ଣ ହେବ। ବିରୋଧୀଙ୍କୁ ପରାସ୍ତ କରିବେ। ପ୍ରିୟତମଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ। ଗାୟକଙ୍କ ଲାଗି ଦିନଟି ଶୁଭ।
ମୀନ: ରାଜନୈତିକ ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। କୌଣସି ଇଚ୍ଛା ପୂରଣ ହେବ। ଚାକିରି ବୃତ୍ତିରେ ଠିକ୍ ସମୟରେ ସଠିକ ନିଷ୍ପତ୍ତି ନେବେ। ଅଫିସରେ ଆପଣଙ୍କର ସମ୍ମାନ ବଢ଼ିବ।