ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦେବୀମାତାଙ୍କ ଧୢାନରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ଆପଣଙ୍କୁ ବଡ଼ ଗାୟକଙ୍କର ସହଯୋଗ ମିଳିବ। ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୮।

ବୃଷ: ପୁରୁଣା କଥାକୁ ନେଇ ଟିକେ ଅଶାନ୍ତ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟଥା ଆପଣଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା:୧।

ମିଥୁନ: ଦିନଟି ବଢ଼ିଆ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବା ହେତୁ ଆପଣଙ୍କ ମନ ଉତ୍ସାହରେ ଭରା ରହିବ। କାରବାରୀ ମାନଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

କର୍କଟ: ଆପଣଙ୍କ ମନବଳ ଦୃଢ଼ ରହିବ। ଭାବିଥିବା କୌଣସି ଜରୁରୀ କାମ ସ˚ପୂର୍ଣ୍ଣ ହେବ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଶୁଭରଙ୍ଗ: ଆକାଶିନୀଳ। ଶୁଭସ˚ଖ୍ୟା:୩।

ସି˚ହ: ଆପଣଙ୍କ ସାମନାକୁ ଆସୁଥିବା ବ୍ୟକ୍ତିଙ୍କର ଶାରୀରିକ ଭାଷାକୁ ଅତିଶୀଘ୍ର ବୁଝିନେବେ। ଆପଣଙ୍କୁ କ୍ୟାରିୟର ସହିତ ସ˚ଶ୍ଳିଷ୍ଟ କୌଣସି ସୁଯୋଗ ମିଳିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୪।

କନ୍ୟା: ଚାକିରି ବୃତ୍ତିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ଆର୍ଥିକ ପକ୍ଷ ମଜଭୁତ ହେବ। କୌଣସି ବନ୍ଧୁ ଆପଣଙ୍କ ବିବାହ ସମ୍ବନ୍ଧରେ କଥାବର୍ତ୍ତା କରିପାରନ୍ତି। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୨।

ତୁଳା: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ପ୍ରିୟ ମିତ୍ରଙ୍କ ସହିତ ସମୟ ଭଲରେ କଟିବ। ନିଜ କାମରେ ଲାଭ ମିଳିପାରେ। ବିଦ୍ୟାର୍ଥୀଙ୍କୁ ଅତିଶୀଘ୍ର ସଫଳତା ମିଳିବ। ଶୁଭରଙ୍ଗ:ଧଳା। ଶୁଭସ˚ଖ୍ୟା:୧।

ବିଛା: କାହାରିକୁ ହୃଦୟର କଥା କହିବା ଲାଗି ଦିନଟି ଭଲ। ପରିବାରରେ ଶାନ୍ତି ବଜାୟ ରହିବ। କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର ଉପରେ ବିଶୁଦ୍ଧ କରିବାର ସୁଯୋଗ ମିଳିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା:୯।

ଧନୁ: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକେ ପ୍ରଭାବିତ ହେବେ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

ମକର: ଅଧିକାରୀଙ୍କୁ ପ୍ରସନ୍ନ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୩।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଦୀର୍ଘ ଦିନର ଅଟକିଥିବା ପଇସା ପାଇବେ। ପରିବାରରେ ହର୍ଷ ଉଲ୍ଲାସ ଓ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା:୨।

ମୀନ: ଆପଣଙ୍କ ସହିତ ଭଲ ହିିଁ ଭଲ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ଉଚ୍ଚ ଅଧିକାରୀଙ୍କ ସହିତ ଆପଣଙ୍କର ସ˚ପର୍କ ହୋଇପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

ସମ୍ବନ୍ଧିତ ଖବର