ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଆତ୍ମବିଶ୍ବାସ ଦୋହଲିପାରେ। କାହାରି ସହିତ ଅଯଥା କଥାବାର୍ତ୍ତା କରନ୍ତୁ ନାହଁ। ଚାକିରି ବୃତ୍ତିରେ ବଡ଼ ଆହ୍ବାନ ଆପଣଙ୍କ ସାମନାକୁ ଆସିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ବୃଷ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଖାସ୍‌ କାମରେ ଆପଣଙ୍କୁ ସୁଫଳ ମିଳିବ। କର୍ତ୍ତୃପକ୍ଷଙ୍କଠାରୁ ସକାରାତ୍ମକ ସୂଚନା ମିଳିପାରେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୯।

ମିଥୁନ: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଚୁକ୍ତିପତ୍ର ହେବାର ସମ୍ଭାବନା ରହିଛି। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୫।

କର୍କଟ: ମାତା-ପିତାଙ୍କ ସହିତ ଧର୍ମସ୍ଥାନକୁ ଯିବାର ଯୋଗ ରହିଛି। କାରବାରରେ କିଛି ଲୋକ ସହାୟକ ହେବେ। ଚାକିରିଆଙ୍କ ଲାଗି ଭଲ ସୁଯୋଗ ଆସିପାରେ। ଶୁଭରଙ୍ଗ: ଘିଅରଙ୍ଗ। ଶୁଭସ˚ଖ୍ୟା: ୬।

ସି˚ହ: ଆଜି ଆପଣଙ୍କର ବଡ଼ କାମ ହୋଇଯିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ଛାତ୍ରାବାସରେ ରହୁଥିବା ଛାତ୍ରମାନେ ଲେଖାପଢ଼ାରେ ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

କନ୍ୟା: ସଫଳତାର ନୂଆ ପାହାଚରେ ପାଦ ରଖିବେ। ଅଧିକାରୀଙ୍କ ସହିତ ବିଶେଷ ସ˚କ୍ରାନ୍ତରେ ଆଲୋଚନା କରିବେ। ପୁସ୍ତକ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ତୁଳା: ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ଖାସ୍‌ କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଆମଦାନିରେ ଅଚାନକ ବୃଦ୍ଧି ହେବ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୨।

ବିଛା: ଆପଣ ଉତ୍ସାହରେ ଭରି ରହିବେ। ପରିଶ୍ରମ ସଫଳ ହେବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଲାଭ ମିଳିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୯।

ଧନୁ: ଆପଣଙ୍କୁ ନିଜର କାର୍ଯ୍ୟ କୁଶଳତା ବୃଦ୍ଧି କରନ୍ତୁ। କ୍ୟାରିଅରକୁ ନେଇ ଟିକେ ଚିନ୍ତିତ ରହିବେ। ବେପାରରେ ଆପଣଙ୍କୁ ସାମାନ୍ୟ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୫।

ମକର: ଆପଣଙ୍କର ଅଧିକତର କାମ ସ˚ପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। କାହାରିକୁ ହୃଦୟର କଥା କହିବେ। ପରିବାରରେ ସୁଖ ଶାନ୍ତି ରହିବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୩।

କୁମ୍ଭ: ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ଅଧିକତର କାମ ସ˚ପୂର୍ଣ୍ଣ କରିବାରେ ସଫଳ ହେବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ମୀନ: ବନ୍ଧୁମାନଙ୍କ ସହିତ ସମୟ କଟିବ। ଉନ୍ନତି ପାଇଁ କିଛି ନୂଆ ସାଧନ ମଳିିପାରେ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ପ୍ରସନ୍ନ ହେବେ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୭।

ସମ୍ବନ୍ଧିତ ଖବର