/sambad/media/post_attachments/wp-content/uploads/2017/11/ms-1.jpg) ମେଷ: ମନ ଟିକେ ଅସ୍ଥିର ରହିବା ହେତୁ ବିଶୃଙ୍ଖଳ ହୋଇପାରନ୍ତି। ବନ୍ଧୁଙ୍କ ସହିତ ମତଭେଦ ହେବାର ସମ୍ଭାବନା। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୩।
ମେଷ: ମନ ଟିକେ ଅସ୍ଥିର ରହିବା ହେତୁ ବିଶୃଙ୍ଖଳ ହୋଇପାରନ୍ତି। ବନ୍ଧୁଙ୍କ ସହିତ ମତଭେଦ ହେବାର ସମ୍ଭାବନା। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୩।
/sambad/media/post_attachments/wp-content/uploads/2017/11/brus-290x300.jpg) ବୃଷ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ନୂଆ ପୁରୁଣା ବନ୍ଧୁଙ୍କର ସହଯୋଗ ଓ ସଦିଚ୍ଛା ପାଇବେ। ପାରିବାରିକ କାମ ସମାପ୍ତ କରିବାରେ ସଫଳ ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।
ବୃଷ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ନୂଆ ପୁରୁଣା ବନ୍ଧୁଙ୍କର ସହଯୋଗ ଓ ସଦିଚ୍ଛା ପାଇବେ। ପାରିବାରିକ କାମ ସମାପ୍ତ କରିବାରେ ସଫଳ ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।
/sambad/media/post_attachments/wp-content/uploads/2017/11/mithun.jpg) ମିଥୁନ: ଆପଣଙ୍କୁ ଭାଗ୍ୟର ପୂରାପୂରି ସାଥ୍ ମିଳିବ। ଭାବିଥିବା କାମ ବିନା ବାଧାବିଘ୍ନରେ ସ˚ପନ୍ନ ହେବ। ଆପଣଙ୍କୁ କୌଣସି ଭଲ ଖବର ମିଳିବାର ସମ୍ଭାବନା। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।
ମିଥୁନ: ଆପଣଙ୍କୁ ଭାଗ୍ୟର ପୂରାପୂରି ସାଥ୍ ମିଳିବ। ଭାବିଥିବା କାମ ବିନା ବାଧାବିଘ୍ନରେ ସ˚ପନ୍ନ ହେବ। ଆପଣଙ୍କୁ କୌଣସି ଭଲ ଖବର ମିଳିବାର ସମ୍ଭାବନା। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୧।
/sambad/media/post_attachments/wp-content/uploads/2017/11/karkat.jpg) କର୍କଟ: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ପୂର୍ବରୁ ଆରମ୍ଭ କରିଥିବା କାମ ଆଜି ସ˚ପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ସବୁ ଭଲ ହେବାର ସମ୍ଭାବନା। ଶୁଭରଙ୍ଗ: କ୍ରୀମ୍। ଶୁଭସ˚ଖ୍ୟା: ୫।
କର୍କଟ: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ପୂର୍ବରୁ ଆରମ୍ଭ କରିଥିବା କାମ ଆଜି ସ˚ପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ସବୁ ଭଲ ହେବାର ସମ୍ଭାବନା। ଶୁଭରଙ୍ଗ: କ୍ରୀମ୍। ଶୁଭସ˚ଖ୍ୟା: ୫।
/sambad/media/post_attachments/wp-content/uploads/2017/11/singha.jpg) ସି˚ହ: ନୂଆ ଲୋକଙ୍କ ସହିତ ପରିଚିତି ଲାଭଦାୟକ ସିଦ୍ଧ ହେବ। ବ୍ୟବସାୟ ପାଇଁ ନୂଆ ଚୁକ୍ତିନାମା କରିବେ। ବାହନ କିଣିବା ଲାଗି ମନ ବଳିବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ମାଜେଣ୍ତା। ଶୁଭସ˚ଖ୍ୟା: ୮।
ସି˚ହ: ନୂଆ ଲୋକଙ୍କ ସହିତ ପରିଚିତି ଲାଭଦାୟକ ସିଦ୍ଧ ହେବ। ବ୍ୟବସାୟ ପାଇଁ ନୂଆ ଚୁକ୍ତିନାମା କରିବେ। ବାହନ କିଣିବା ଲାଗି ମନ ବଳିବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ମାଜେଣ୍ତା। ଶୁଭସ˚ଖ୍ୟା: ୮।
/sambad/media/post_attachments/wp-content/uploads/2017/11/kanya.jpg) କନ୍ୟା: ମନରେ ନୂଆ ବିଚାର ଉତ୍ପନ୍ନ ହେବ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା କରିବେ। ଇ˚ଜିନିୟରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।
କନ୍ୟା: ମନରେ ନୂଆ ବିଚାର ଉତ୍ପନ୍ନ ହେବ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା କରିବେ। ଇ˚ଜିନିୟରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।
/sambad/media/post_attachments/wp-content/uploads/2017/11/tula.jpg) ତୁଳା: ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। କଥାରେ ସମସ୍ତଙ୍କୁ ପ୍ରଭାବିତ କରି ପାରନ୍ତି। ଅଧୁରା ଥିବା କାମ ଯଥା ସମୟରେ ସ˚ପୂର୍ଣ୍ଣ କରିନେବେ। ଶୁଭରଙ୍ଗ: ଆକାଶୀ ନୀଳ। ଶୁଭସ˚ଖ୍ୟା: ୧।
ତୁଳା: ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। କଥାରେ ସମସ୍ତଙ୍କୁ ପ୍ରଭାବିତ କରି ପାରନ୍ତି। ଅଧୁରା ଥିବା କାମ ଯଥା ସମୟରେ ସ˚ପୂର୍ଣ୍ଣ କରିନେବେ। ଶୁଭରଙ୍ଗ: ଆକାଶୀ ନୀଳ। ଶୁଭସ˚ଖ୍ୟା: ୧।
/sambad/media/post_attachments/wp-content/uploads/2017/11/bicha.jpg) ବିଛା: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ। ରାଜନୀତିରେ ସୀମା ବଢ଼ିବ। ଚାକିରିରେ ଉନ୍ନତି ଯୋଗ ରହିଛି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।
ବିଛା: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ। ରାଜନୀତିରେ ସୀମା ବଢ଼ିବ। ଚାକିରିରେ ଉନ୍ନତି ଯୋଗ ରହିଛି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।
/sambad/media/post_attachments/wp-content/uploads/2017/10/dhanu.jpg) ଧନୁ: ପରିବାର ସହିତ କୌଣସି ଧାର୍ମିକ ଆୟୋଜନକୁ ଯାଇପାରନ୍ତି। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଭାବିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୧।
ଧନୁ: ପରିବାର ସହିତ କୌଣସି ଧାର୍ମିକ ଆୟୋଜନକୁ ଯାଇପାରନ୍ତି। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଭାବିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୧।
/sambad/media/post_attachments/wp-content/uploads/2017/11/makar.jpg) ମକର: କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗିବ। ପୁରୁଣା ବନ୍ଧୁ ବା ସ˚ପର୍କୀୟଙ୍କ ସହିତ କଥାବାର୍ତ୍ତା ଯୋଗ ରହିଛି। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।
ମକର: କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗିବ। ପୁରୁଣା ବନ୍ଧୁ ବା ସ˚ପର୍କୀୟଙ୍କ ସହିତ କଥାବାର୍ତ୍ତା ଯୋଗ ରହିଛି। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।
/sambad/media/post_attachments/wp-content/uploads/2017/11/kumbha.jpg) କୁମ୍ଭ: ଆଗକୁ ବଢ଼ିବାର ଦିନଟିଏ। କର୍ମକ୍ଷେତ୍ରରେ ଅଧିକ ଦାୟିତ୍ବ ଗ୍ରହଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଭଲ ରହିବ। ବେପାରୀବର୍ଗଙ୍କୁ ଧନଲାଭ ହେବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୮।
କୁମ୍ଭ: ଆଗକୁ ବଢ଼ିବାର ଦିନଟିଏ। କର୍ମକ୍ଷେତ୍ରରେ ଅଧିକ ଦାୟିତ୍ବ ଗ୍ରହଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଭଲ ରହିବ। ବେପାରୀବର୍ଗଙ୍କୁ ଧନଲାଭ ହେବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୮।
/sambad/media/post_attachments/wp-content/uploads/2017/11/mina.jpg) ମୀନ: ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ସୁସମ୍ବାଦ ପାଇବେ। ଯାହା ବି କାମ ଆରମ୍ଭ କରିବେ; ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ପ୍ରେମ ବଢ଼ିବ। ଶୁଭରଙ୍ଗ: କ୍ରୀମ୍। ଶୁଭସ˚ଖ୍ୟା: ୭।
ମୀନ: ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ସୁସମ୍ବାଦ ପାଇବେ। ଯାହା ବି କାମ ଆରମ୍ଭ କରିବେ; ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ପ୍ରେମ ବଢ଼ିବ। ଶୁଭରଙ୍ଗ: କ୍ରୀମ୍। ଶୁଭସ˚ଖ୍ୟା: ୭।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Zodiac-Design_Tommorrow-copy-750x430-1-16.jpg)
